ପାର୍ବଣ ସମୟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଉପରେ ରହିବ ଅଧିକ ନଜର: ଟ୍ରାଫିକ ଏସିପି
ଭୁବନେଶ୍ବର: ପୂଜା ସମୟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଉପରେ ରହିବ ଅଧିକ ନଜର। କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂଜା ସମୟରେ ଦିନ ଓ ରାତିରେ ଚାଲିବ ଚଢ଼ାଉ । ପାର୍ବଣ ଋତୁକୁ ଆଖିରେ ରଖି ୨ ଦିନ ୭ ଓ ୮ ତାରିଖ ହୋଇଥିଲା ସ୍ପେଶାଲ୍ ଡ୍ରାଇଭ୍ । ଏହି ଚଢାଉ ସମୟରେ ମୋଟ ୨୨୦ ଜଣ ଚଳକଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ରାଜଧାନୀରେ ରଙ୍ଗ ସାଇଡ ଡ୍ରାଇଭ୍ ୨୦୧ ଜଣ , ମୋଡ଼ିଫାଇଡ […]
ଭୁବନେଶ୍ବର: ପୂଜା ସମୟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଉପରେ ରହିବ ଅଧିକ ନଜର। କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂଜା ସମୟରେ ଦିନ ଓ ରାତିରେ ଚାଲିବ ଚଢ଼ାଉ । ପାର୍ବଣ ଋତୁକୁ ଆଖିରେ ରଖି ୨ ଦିନ ୭ ଓ ୮ ତାରିଖ ହୋଇଥିଲା ସ୍ପେଶାଲ୍ ଡ୍ରାଇଭ୍ । ଏହି ଚଢାଉ ସମୟରେ ମୋଟ ୨୨୦ ଜଣ ଚଳକଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ରାଜଧାନୀରେ ରଙ୍ଗ ସାଇଡ ଡ୍ରାଇଭ୍ ୨୦୧ ଜଣ , ମୋଡ଼ିଫାଇଡ ସାଇଲେନ୍ସର ପାଇଁ ୧୩ ଜଣ , ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ୬ ଜଣଙ୍କୁ , ୮୪ ଜଣ ବେଆଇନ ପାର୍କିଂ କରୁଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଆଗକୁ ଏହି ସ୍ପେଶାଲ ଡ୍ରାଇଭ୍ ଜାରି ରହିବ। ବିଶେଷ କରି ପୂଜା ସମୟରେ ମଦ୍ୟପ ଡ୍ରାଇଭର ଓ ରଙ୍ଗ ସାଇଡ ଡ୍ରାଇଭ୍ କରୁଥିବା ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ଟ୍ରାଫିକ । ପୂଜା ସମୟରେ ରାତି ଦିନ ସବୁବେଳେ ରାଜରାସ୍ତାରେ ଚଢାଉ ହେବ ବୋଲି କହିବା ସହ ରାଜଧାନିବାସୀ ଟ୍ରାଫିକ ନିୟମ ମାନିବାକୁ ଅପିଲ କରିଛନ୍ତି ଟ୍ରାଫିକ ଏସିପି । କିଛିଦିନ ତଳେ ବିକଟାଳ ସାଉଣ୍ଡ କରୁଥିବା ବୁଲେଟ ସାଇଲେନ୍ସରକୁ ମଧ୍ୟ ଜବତ କରିଥିଲା ପୁଲିସ। ପରବର୍ତ୍ତୀ ସମୟରେ କୋର୍ଟରୁ ଗାଡି ଗୁଡିକୁ ଛଡା ଯାଇଥିଲା । ଏ ନେଇ ଏସିପି ଟ୍ରାଫିକ ଜୟନ୍ତ ଦୋରା ସୂଚନା ଦେଇଛନ୍ତି।