ରାଜଧାନୀରେ ଚାଞ୍ଚଲ୍ୟ : ମା’କୁ ମାରି ପୋଡି ଦେଲା ପୁଅ

The Sakala Picture
Published On

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ। ମା’କୁ ମାରି ପୋଡି ଦେଲା ପୁଅ। ଏପରି ଏକ ଘଟଣା ଘଟିଛି ଭୁବନେଶ୍ବର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ । ଏହି କଳିଙ୍ଗବସ୍ତିରେ ରହୁଥିବା ପ୍ରଶାନ୍ତ ଜେନା ନିଜ ମା କୁ ମାରି ପୋଡି ଦେଇଥିବା ଜଣାପଡିଛି। ଖବର ପାଇଁ ବଡ଼ଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡା ଅବସ୍ଥାରେ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତ ଜେନାକୁ ମଧ୍ୟ ଅଟକ ରଖିଛି। ତେବେ ପୁଲିସର ପ୍ରାଥମିକ ତଦନ୍ତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ପୁଅ […]

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ। ମା’କୁ ମାରି ପୋଡି ଦେଲା ପୁଅ। ଏପରି ଏକ ଘଟଣା ଘଟିଛି ଭୁବନେଶ୍ବର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ । ଏହି କଳିଙ୍ଗବସ୍ତିରେ ରହୁଥିବା ପ୍ରଶାନ୍ତ ଜେନା ନିଜ ମା କୁ ମାରି ପୋଡି ଦେଇଥିବା ଜଣାପଡିଛି। ଖବର ପାଇଁ ବଡ଼ଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡା ଅବସ୍ଥାରେ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତ ଜେନାକୁ ମଧ୍ୟ ଅଟକ ରଖିଛି।

ଆହୁରି ପଢ଼ନ୍ତୁ: ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜୁ ଯୁବ ଓ ଛାତ୍ର ଜନତା ଦଳ: ଇପ୍ସିତା ସାହୁ

ତେବେ ପୁଲିସର ପ୍ରାଥମିକ ତଦନ୍ତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ପୁଅ ନିଶା ଖାଇବାକୁ ମାକୁ ଟଙ୍କା ମାଗିଥିଲା। ମା ଟଙ୍କା ଦେବାରୁ ମାକୁ ଏକ ଭଙ୍ଗା ରେଡ଼ିଓରେ ବାଡେଇ ପ୍ରଥମେ ଅଧମାରା କରି ପରେ ଘର ଭିତରେ ପୋଡି ମାରି ଦେଇଥିଲେ। ଅଭିଯୁକ୍ତ ପୁଅର ନାଁ ପ୍ରଶାନ୍ତ ଜେନା ବୟସ ୩୪ ହେବ ବୋଲି କୁହାଯାଉଛି। ସେପଟେ ମା ର ମୃତ ଦେହକୁ ପୁଲିସ ଜବତ କରି ପୋଷ୍ଟ ମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଛି।

ଆହୁରି ପଢ଼ନ୍ତୁ: ନବୀନ ନିବାସରେ ଯାଜପୁର ଜିଲ୍ଲାର ବିଜେଡି ବିଧାୟକ ଓ ନେତୃବୃନ୍ଦ; ଲୋକଙ୍କ ସେବା ଜାରି ରଖିବାକୁ ନବୀନଙ୍କ ପରାମର୍ଶ

18 Jan 2022 By The Sakala

ରାଜଧାନୀରେ ଚାଞ୍ଚଲ୍ୟ : ମା’କୁ ମାରି ପୋଡି ଦେଲା ପୁଅ

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ। ମା’କୁ ମାରି ପୋଡି ଦେଲା ପୁଅ। ଏପରି ଏକ ଘଟଣା ଘଟିଛି ଭୁବନେଶ୍ବର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ । ଏହି କଳିଙ୍ଗବସ୍ତିରେ ରହୁଥିବା ପ୍ରଶାନ୍ତ ଜେନା ନିଜ ମା କୁ ମାରି ପୋଡି ଦେଇଥିବା ଜଣାପଡିଛି। ଖବର ପାଇଁ ବଡ଼ଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡା ଅବସ୍ଥାରେ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତ ଜେନାକୁ ମଧ୍ୟ ଅଟକ ରଖିଛି।

ତେବେ ପୁଲିସର ପ୍ରାଥମିକ ତଦନ୍ତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ପୁଅ ନିଶା ଖାଇବାକୁ ମାକୁ ଟଙ୍କା ମାଗିଥିଲା। ମା ଟଙ୍କା ଦେବାରୁ ମାକୁ ଏକ ଭଙ୍ଗା ରେଡ଼ିଓରେ ବାଡେଇ ପ୍ରଥମେ ଅଧମାରା କରି ପରେ ଘର ଭିତରେ ପୋଡି ମାରି ଦେଇଥିଲେ। ଅଭିଯୁକ୍ତ ପୁଅର ନାଁ ପ୍ରଶାନ୍ତ ଜେନା ବୟସ ୩୪ ହେବ ବୋଲି କୁହାଯାଉଛି। ସେପଟେ ମା ର ମୃତ ଦେହକୁ ପୁଲିସ ଜବତ କରି ପୋଷ୍ଟ ମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର