ସ୍ବାମୀକୁ ସର୍ପାଘାତ ପରେ ବିଷ ପିଇଦେଲେ ସ୍ତ୍ରୀ…

The Sakala Picture
Published On

ନିଆଳି: ଏକବେରୁଆଁ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସ୍ବାମୀକୁ ସର୍ପାଘାତ ପରେ ବିଷ ପିଇଦେଲେ ସ୍ତ୍ରୀ । ବିଲକୁ କାମ କରିବାକୁ ଯାଇଥିଲା ବେଳେ ସ୍ବାମୀକୁ ସାପ କାମୁଡି ଥିଲା। ତାଙ୍କୁ ଉଦ୍ଧାର କରାଯାଇ ଜଗତସିଂହପୁର ମେଡିକାଲ୍‌ ନେବା ବାଟରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀର ମୃତ୍ୟୁ ଖବର ଶୁଣି ବିଷ ପିଇ ଦେଇଥିଲେ ସ୍ତ୍ରୀ। ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।  ଗୁରୁତର ସ୍ତ୍ରୀ କଟକ ଏସସିବିରେ ଚିକିତ୍ସାଧିନ ଅଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର