ସାନ ଭାଇ ଆତ୍ମହତ୍ୟା କରିବାର ଦିନକ ପରେ ବଡ ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ…

The Sakala Picture
Published On

ଜୟପୁର: ସାନ ଭାଇ ଆତ୍ମହତ୍ୟା କରିବାର ଦିନକ ପରେ ବଡ ଭଉଣୀ କଲେ ଆତ୍ମହତ୍ୟା । ଜୟପୁର ସହର ପାରାବେଡା ଶ୍ରୀରାମ କଲୋନୀରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ନାବାଳକ ଭାଇ ଶିବାଶିଷ ନାୟକ ଗତ ୨୯ ତାରିଖରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ବଡ ଭଉଣୀ ରଶ୍ମି ନାୟକ ଭୁବନେଶ୍ବରରେ ରହି ଇଂଜିନିୟର ପାଠ ପଢୁଥିଲେ । ଭାଇର ଆତ୍ମହତ୍ୟା ଖବର ଶୁଣି ଶୁକ୍ରବାର ଘରକୁ ଆସିଥିଲେ । ହେଲେ […]

ଜୟପୁର: ସାନ ଭାଇ ଆତ୍ମହତ୍ୟା କରିବାର ଦିନକ ପରେ ବଡ ଭଉଣୀ କଲେ ଆତ୍ମହତ୍ୟା । ଜୟପୁର ସହର ପାରାବେଡା ଶ୍ରୀରାମ କଲୋନୀରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ନାବାଳକ ଭାଇ ଶିବାଶିଷ ନାୟକ ଗତ ୨୯ ତାରିଖରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ବଡ ଭଉଣୀ ରଶ୍ମି ନାୟକ ଭୁବନେଶ୍ବରରେ ରହି ଇଂଜିନିୟର ପାଠ ପଢୁଥିଲେ । ଭାଇର ଆତ୍ମହତ୍ୟା ଖବର ଶୁଣି ଶୁକ୍ରବାର ଘରକୁ ଆସିଥିଲେ । ହେଲେ ଶନିବାର ବଡ ଭଉଣୀ ରଶ୍ମି ନାୟକ ଆତ୍ମହତ୍ୟା କରିଛନ୍ତି । ତେବେ ଉଭୟଙ୍କ ଆତ୍ମହତ୍ୟା ଘଟଣାର କାରଣ ଅସ୍ପଷ୍ଟ ରହିଛି । ଉଭୟ ଘଟଣାର ତଦନ୍ତ କରୁଛି ପୋଲିସ । ତେବେ ଟଙ୍କା ପାଇଁ ପୁଅକୁ ମାନସିକ ଚାପ ଦିଆଯାଇଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ମୃତକଙ୍କ ବାପା ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର