କାଳ ହେଲା ହୋଲି ଖେଳ: ଗାଧୋଉଥିବା ବେଳେ ଭାସିଗଲେ ୨ ଶ୍ରମିକ

The Sakala Picture
Published On

ସମ୍ବଲପୁର: କାଳ ହେଲା ହୋଲି ଖେଳ। କୁଚିଣ୍ଡାରେ ରଙ୍ଗ ଖେଳରୁ ଘଟିଲା ଅଘଟଣ । ହୋଲି ଖେଳି ସାରି ଭେଡେନ ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାର ମୁକେଶ ଯାଦବ ଓ କୈଳାଶ ଯାଦବ। ସୂଚନା ଅନୁଯୀୟୀ, ସେମାନେ ଓଡ଼ିଶାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ବିଳମ୍ବରେ ଖବର ପାଇ କୁଚିଣ୍ଡା ଅଗ୍ନିଶମ ବାହିନୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଥିଲା […]

ସମ୍ବଲପୁର: କାଳ ହେଲା ହୋଲି ଖେଳ। କୁଚିଣ୍ଡାରେ ରଙ୍ଗ ଖେଳରୁ ଘଟିଲା ଅଘଟଣ । ହୋଲି ଖେଳି ସାରି ଭେଡେନ ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାର ମୁକେଶ ଯାଦବ ଓ କୈଳାଶ ଯାଦବ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସୂଚନା ଅନୁଯୀୟୀ, ସେମାନେ ଓଡ଼ିଶାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ବିଳମ୍ବରେ ଖବର ପାଇ କୁଚିଣ୍ଡା ଅଗ୍ନିଶମ ବାହିନୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଥିଲା । ପରେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର