ରାତି ହେଲେ ହାତୀ ଭୟ; ଘରେ ଶୋଇଥିବାବେଳେ ମହିଳାଙ୍କୁ ଆକ୍ରମଣ କଲା ହାତୀ, ଭୟଭୀତ ଅଞ୍ଚଳବାସୀ

The Sakala Picture
Published On

ସମ୍ବଲପୁର: ରାତି ହେଲେ ଲୋକଙ୍କୁ ଘାରୁଛି ହାତୀ ଭୟ । ସମ୍ବଲପୁରରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଝାଙ୍କରପାଲି ଗାଁରେ ଘରେ ଶୋଇଥିବାବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରିଛି ହାତୀ । ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହାତୀ ଗାଁରେ ପଶି ଏକାଧିକ ଘରଦ୍ବାର ଭାଙ୍ଗିବା ସହ ତୁରୀପଡାରେ ବି ଅନେକ ଘର ଭାଙ୍ଗିଛି । ହାତୀ ଆକ୍ରମଣକୁ ନେଇ ରାତି ହେଲେ ଭୟଭୀତ […]

ସମ୍ବଲପୁର: ରାତି ହେଲେ ଲୋକଙ୍କୁ ଘାରୁଛି ହାତୀ ଭୟ । ସମ୍ବଲପୁରରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଝାଙ୍କରପାଲି ଗାଁରେ ଘରେ ଶୋଇଥିବାବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରିଛି ହାତୀ । ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହାତୀ ଗାଁରେ ପଶି ଏକାଧିକ ଘରଦ୍ବାର ଭାଙ୍ଗିବା ସହ ତୁରୀପଡାରେ ବି ଅନେକ ଘର ଭାଙ୍ଗିଛି ।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସଲିକ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ ବିଜେଡି ପ୍ରତିନିଧିମଣ୍ଡଳୀ

ହାତୀ ଆକ୍ରମଣକୁ ନେଇ ରାତି ହେଲେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଅଞ୍ଚଳବାସୀ । ସେହିପରି ସମ୍ବଲପୁର ଭବାନୀପାଲି ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଏହି ଦନ୍ତା ଭବାନୀପାଲି ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିବା ସହ କିଛି ଦୋକାନକୁ ଭାଙ୍ଗିଥିଲା l ଗତକାଲି ବିଳମ୍ୱିତ ରାତିରେ ଭବାନୀପାଲି ଗାଁରେ ଏହି ଦନ୍ତା ହାତୀ ପଶିଥିଲା l ରାତି ସାରା ଗାଁରେ ବୁଲିବା ସହ ଲୋକଙ୍କ ଘରଦ୍ବାର ଏବଂ ଗୋଟିଏ କାର ଭାଙ୍ଗି ଦେଇଥିଲା l ଲୋକେ ହାତୀ ଭୟରେ ରାତିସାରା ଭୟଭିତ ହୋଇ ରହିଥିବା ଜଣାପଡିଛି l ଏ ଦିଗରେ ବନବିଭାଗକୁ ବାରମ୍ବାର ଖବର ଦେଲେ ମଧ୍ୟ କିଛି ସୁଫଳ ମିଳୁନାହିଁ l

ଆହୁରି ପଢ଼ନ୍ତୁ: ନବୀନଙ୍କୁ ଭେଟିଲେ ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ଓ କାଉନସିଲର

29 Jul 2023 By The Sakala

ରାତି ହେଲେ ହାତୀ ଭୟ; ଘରେ ଶୋଇଥିବାବେଳେ ମହିଳାଙ୍କୁ ଆକ୍ରମଣ କଲା ହାତୀ, ଭୟଭୀତ ଅଞ୍ଚଳବାସୀ

ସମ୍ବଲପୁର: ରାତି ହେଲେ ଲୋକଙ୍କୁ ଘାରୁଛି ହାତୀ ଭୟ । ସମ୍ବଲପୁରରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଝାଙ୍କରପାଲି ଗାଁରେ ଘରେ ଶୋଇଥିବାବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରିଛି ହାତୀ । ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହାତୀ ଗାଁରେ ପଶି ଏକାଧିକ ଘରଦ୍ବାର ଭାଙ୍ଗିବା ସହ ତୁରୀପଡାରେ ବି ଅନେକ ଘର ଭାଙ୍ଗିଛି ।

ହାତୀ ଆକ୍ରମଣକୁ ନେଇ ରାତି ହେଲେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଅଞ୍ଚଳବାସୀ । ସେହିପରି ସମ୍ବଲପୁର ଭବାନୀପାଲି ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଏହି ଦନ୍ତା ଭବାନୀପାଲି ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିବା ସହ କିଛି ଦୋକାନକୁ ଭାଙ୍ଗିଥିଲା l ଗତକାଲି ବିଳମ୍ୱିତ ରାତିରେ ଭବାନୀପାଲି ଗାଁରେ ଏହି ଦନ୍ତା ହାତୀ ପଶିଥିଲା l ରାତି ସାରା ଗାଁରେ ବୁଲିବା ସହ ଲୋକଙ୍କ ଘରଦ୍ବାର ଏବଂ ଗୋଟିଏ କାର ଭାଙ୍ଗି ଦେଇଥିଲା l ଲୋକେ ହାତୀ ଭୟରେ ରାତିସାରା ଭୟଭିତ ହୋଇ ରହିଥିବା ଜଣାପଡିଛି l ଏ ଦିଗରେ ବନବିଭାଗକୁ ବାରମ୍ବାର ଖବର ଦେଲେ ମଧ୍ୟ କିଛି ସୁଫଳ ମିଳୁନାହିଁ l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର