ଆସନ୍ତାକାଲି ସବ୍ୟସାଚୀ ଅର୍ଚ୍ଚିତାଙ୍କୁ କହିବେ ‘ତୋର ମୋର ଯୋଡି ସୁନ୍ଦର‘

The Sakala Picture
Published On

ଭୁବନେଶ୍ବର : ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ। ଆସନ୍ତାକାଲି ବିବାହବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଲିଉଡ୍‌ର ଏହି ହିଟ୍ ଯୋଡ଼ି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଓ ପ୍ରଶଂସକଙ୍କ ଶୁଭେଚ୍ଛା କାମନା କରିଛନ୍ତି। ପୂର୍ବରୁ ସେମାନଙ୍କ ନିର୍ବନ୍ଧ ସରିଛି। ଆସନ୍ତାକାଲି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବାହାଘର ହେବ ବୋଲି ସୂଚନା ମିଳିଛି। Need all your Blessings & Best Wishes! pic.twitter.com/wQVXL0Drin — SABYASACHI MISHRA 🇮🇳 […]

ଭୁବନେଶ୍ବର : ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ। ଆସନ୍ତାକାଲି ବିବାହବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଲିଉଡ୍‌ର ଏହି ହିଟ୍ ଯୋଡ଼ି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଓ ପ୍ରଶଂସକଙ୍କ ଶୁଭେଚ୍ଛା କାମନା କରିଛନ୍ତି। ପୂର୍ବରୁ ସେମାନଙ୍କ ନିର୍ବନ୍ଧ ସରିଛି। ଆସନ୍ତାକାଲି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବାହାଘର ହେବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ବିବାହ ଓଲିଉଡ୍‌ର ଏହି ହିଟ୍‌‌ ଯୋଡି ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡିଶାବାସୀଙ୍କ ଆଶିର୍ବାଦ ମାଗିଛନ୍ତି। ତେବେ ଦୁହିଁଙ୍କ ଯୋଡି ସୁପରହିଟ ଥିବାରୁ ତାଙ୍କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୁଏ। ଦୁହିଁଙ୍କ ବିବାହ ନେଇ ବି ଚର୍ଚ୍ଚା ଆଲୋଚନା ହୁଏ । ତେବେ ଆଜି ଏହି ସସପେନ୍ସରେକୁ ସତରେ ପରିଣତ କରିଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ଓଲିଉଡର ଏହି ହିଟ୍‌ ଯୋଡି ଦର୍ଶକଙ୍କକୁ ”ତୋର ମୋର ଯୋଡି ସୁନ୍ଦର”, ”ସ୍ମାଇଲ ପ୍ଲିଜ୍”, ”ମୁଁ ସପନର ସୌଦାଗର” ଓ ”ପାଗଳ କରିଛି ପାଉଁଜି ତୋର”, ”ମୋତେ ଆଣିଦେଲୁ ଲକ୍ଷେ ଫଗୁଣ”, ”ବାଏ ବାଏ ଦୁବାଇ”, ”ହେଲା ମୋତେ ପ୍ରେମ ଜର”, ”କେଉଁ ଦୁନିଆରୁ ଆସିଲ ବନ୍ଧୁ” ଭଳି ସପୁରହିଟ୍ ଚଳଚିତ୍ର‌ ଭେଟି ଦେଇଛନ୍ତି।

ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ଷ୍ଟାଇଲିଶ୍ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ ଦେଇପାରିଛନ୍ତି। ସେହିପରି ସବ୍ୟସାଚୀ କେବଳ ରିଲ୍‌ ଲାଇଫରେ ନୁହେଁ ରିଅଲ ଲାଇଫରେ ମଧ୍ୟ ଜଣେ ହିରୋ ଭାବେ ପରିଚିତ ।ଫିଲ୍ମରେ ହିରୋ ଭୂମିକାରେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ସବ୍ୟ କରୋନା ମାହାମାରୀ ସମୟରେ ପ୍ରବାସୀ ଓଡିଆଙ୍କ ପାଇଁ ସହାୟତାର ହାତ ବଢ଼ାଇ ସବୁବେଳେ ଚର୍ଚ୍ଚାରେ ରହିଥିଲେ। କେବଳ ସେତିକି ନୁହେଁ ନିକଟ ଅତୀତରେ ଜଣେ ଝିଅର ହାତ ଚିକିତ୍ସା କରିବା ପାଇଁ ସହଯୋଗର ହାତ ବଢାଇଥିଲେ ସବ୍ୟ।

ସିଲିକନ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ କରିବା ପରେ ସେ ଇନ୍‌ଫୋସିସ୍‌ରେ କାମ କରୁଥିଲେ ସବ୍ୟସାଚୀ । କିନ୍ତୁ ଅଭିନୟ ପ୍ରତି ଥିବା ତାଙ୍କର ଭଲ ପାଇବା ତାଙ୍କୁ ସେଠାରେ ବେଶି ଦିନ ରହିବାକୁ ଦେଲାନି। ଚାକିରି ଛାଡି ସବ୍ୟସଚୀ ମନୋରଞ୍ଜନ ଦୁନିଆରେ ପାଦଦେଲେ। ପ୍ରଥମେ ଆଲବମ୍‌ ତା’ପରେ ଗୋଟେ ପରେ ଗୋଟେ ଫିଲ୍ମ କରି ଓଲିଉଡ୍‌ର ସୁପରଷ୍ଟାର ହୋଇଗଲେ ସବ୍ୟ। ୨୦୦୭ ମସିହାରେ ‘ପାଗଳପ୍ରେମୀ’ ଫିଲ୍ମ ଜରିଆରେ ସବ୍ୟସାଚୀ ଓଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ ଫିଲ୍ମ, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ସବ୍ୟସାଚୀ।

28 Feb 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର