ମନୋରଞ୍ଜନ
ଓଡ଼ିଶା
ଆନ୍ଧ୍ର ଗୁଣ୍ଟୁରରେ ଅଘଟଣ: ମାଛ ବନ୍ଧରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ୬ ଓଡିଆ ଦାଦନଙ୍କର ମୃତ୍ୟୁ
ଗୁଣ୍ଟୁର: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଲାଙ୍କାଭାନିଦିବାରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ୬ ଜଣ ଦାଦନଙ୍କର ମୃତ୍ୟୁ ଘଟିଛି। ମୃତକ ୬ ଜଣ ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳର ବୋଲି ଜଣାପଡିଛି। ଚିଙ୍ଗୁଡ଼ି ବନ୍ଧରେ କାମ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।

30 Jul 2021
By The Sakala

⊕ https://www.thesakala.in/latest-odisha-news/rayagada/6-death-of-odia-labour/article-4224