ବିଜେପି ଛାଡ଼ିଲେ ରଞ୍ଜନ ପଲାଇ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

The Sakala Picture
Published On

ଗଞ୍ଜାମ: ବିଜେପି ଛାଡ଼ିଲେ ରଞ୍ଜନ ପଲାଇ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଞ୍ଜନ ପଲାଇ । ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହେଉଛନ୍ତି ରଞ୍ଜନ ପଲାଇ । ଗତ ନିର୍ବାଚନରେ କବିସୂର୍ଯ୍ୟନଗରରୁ ହୋଇଥିଲେ ବିଧାୟକ ପ୍ରାର୍ଥୀ । ରଞ୍ଜନଙ୍କ ସହ ଶତାଧିକ କର୍ମୀ ଓ ନେତା ବିଜେପି ଛାଡ଼ିଛନ୍ତି । କବିସୂର୍ଯ୍ୟନଗରର ଜଣେ ଭଲ ସଙ୍ଗଠକ ହେଉଛନ୍ତି ରଞ୍ଜନ ପଲାଇ ।

ଆହୁରି ପଢ଼ନ୍ତୁ: ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବ୍ରିଜ ଉପରକୁ ଚଢିଗଲା ବସ୍, ଡ୍ରାଇଭର ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp