ମନୋରଞ୍ଜନ
ଟ୍ରେନ୍ ଆଗକୁ ଡେଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ! ପୋଲିସ୍ର ତଦନ୍ତ ଜାରି
ପୁରୀ: ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ ଯୁବତୀ । ପୁରୀ ଜିଲ୍ଲା ତାଳବଣିଆ ଲେଭଲ କ୍ରସିଂଠାରୁ ୨୦୦ ମିଟର ଦୂର ରେଳ ଧାରଣାରେ ମୃତଦେହ ପଡ଼ିଛି । ଘଟଣାସ୍ଥଳରୁ ଆଧାର କାର୍ଡ, ଭୋଟ୍ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ମିଳିଛି । ମୃତକ ଦୁଇ ଜଣ ହେଲେ ତୃପ୍ତିମୟୀ ସାହୁ (୨୧) ଓ ଯତୀନ ଶଙ୍କର ପାଢ଼ୀ (୨୩)। ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକମାନେ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର […]
ପୁରୀ: ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ ଯୁବତୀ । ପୁରୀ ଜିଲ୍ଲା ତାଳବଣିଆ ଲେଭଲ କ୍ରସିଂଠାରୁ ୨୦୦ ମିଟର ଦୂର ରେଳ ଧାରଣାରେ ମୃତଦେହ ପଡ଼ିଛି । ଘଟଣାସ୍ଥଳରୁ ଆଧାର କାର୍ଡ, ଭୋଟ୍ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ମିଳିଛି । ମୃତକ ଦୁଇ ଜଣ ହେଲେ ତୃପ୍ତିମୟୀ ସାହୁ (୨୧) ଓ ଯତୀନ ଶଙ୍କର ପାଢ଼ୀ (୨୩)। ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକମାନେ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ବୋଲି ପୋଲିସ ଯାନିଆଁବାକୁ ପାଇଛି । ତେବେ ସେମାନେ କାହିଁକି ଟ୍ରେନ୍ ଆଗକୁ ନେଇ ଜୀବନ ହାରିଲେ ତାହାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଉଭୟ ପ୍ରେମୀ ଯୁଗଳ ହୋଇଥିବା ଅନୁମାନ କରାଯାଉଛି ।