ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆସନ୍ତା ୯ ତାରିଖରେ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ହୋଇଛି । ଆସନ୍ତା ୯ରେ ବନକଲାଗି ନୀତି ହେବା ନେଇ ନିଷ୍ପତ୍ତି କରାଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଖବର ଅନୁଯାୟୀ, ଆଜି ପରିଚାଳନା କମିଟି ବୈଠକରେ ବନକଲାଗି ନୀତି କରିବା ନେଇ ଚୂଡାନ୍ତ ନିଷ୍ପତି ହେବାକୁ ଥିବାବେଳେ ଅନିର୍ବାଯ୍ୟ କାରଣ ଯୋଗୁଁ ବାତିଲ କରାଯାଇଥିଲା । ତେବେ ଆସନ୍ତାକାଲି ଶ୍ରୀମନ୍ଦିରରେ ନକ୍ଷତ୍ର ବନ୍ଦାପନା ନୀତି ଥିବାରୁ […]

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ହୋଇଛି । ଆସନ୍ତା ୯ରେ ବନକଲାଗି ନୀତି ହେବା ନେଇ ନିଷ୍ପତ୍ତି କରାଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ଖବର ଅନୁଯାୟୀ, ଆଜି ପରିଚାଳନା କମିଟି ବୈଠକରେ ବନକଲାଗି ନୀତି କରିବା ନେଇ ଚୂଡାନ୍ତ ନିଷ୍ପତି ହେବାକୁ ଥିବାବେଳେ ଅନିର୍ବାଯ୍ୟ କାରଣ ଯୋଗୁଁ ବାତିଲ କରାଯାଇଥିଲା । ତେବେ ଆସନ୍ତାକାଲି ଶ୍ରୀମନ୍ଦିରରେ ନକ୍ଷତ୍ର ବନ୍ଦାପନା ନୀତି ଥିବାରୁ ବନକ ଲାଗି ନୀତି ହୋଇପାରିବ ନାହିଁ। ସେହିପରି ଗୁରୁବାର ଦିନ ଏକାନ୍ତ ଓ ଅନ୍ୟାନ୍ୟ ନୀତି ରହିଛି ତେଣୁ ବନକ ଲାଗି ହୋଇପାରିବ ନାହିଁ । ଆସନ୍ତା ୯ ତାରିଖ ବୁଧବାର ମହାପ୍ରଭୁଙ୍କ ବନକ ଲାଗି ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଥିଲା । ଇତି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଦିନ ବନକଲାଗି କରିବା ନେଇ ସ୍ଥିରୀକୃତ କରିବ ସେହି ଦିନ ଦତ୍ତ ମହାପାତ୍ର ସେବାୟତ ବନକଲାଗି ନୀତି ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ କହିଥିଲେ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

01 Aug 2023 By The Sakala

ଆସନ୍ତା ୯ ତାରିଖରେ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ହୋଇଛି । ଆସନ୍ତା ୯ରେ ବନକଲାଗି ନୀତି ହେବା ନେଇ ନିଷ୍ପତ୍ତି କରାଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଖବର ଅନୁଯାୟୀ, ଆଜି ପରିଚାଳନା କମିଟି ବୈଠକରେ ବନକଲାଗି ନୀତି କରିବା ନେଇ ଚୂଡାନ୍ତ ନିଷ୍ପତି ହେବାକୁ ଥିବାବେଳେ ଅନିର୍ବାଯ୍ୟ କାରଣ ଯୋଗୁଁ ବାତିଲ କରାଯାଇଥିଲା । ତେବେ ଆସନ୍ତାକାଲି ଶ୍ରୀମନ୍ଦିରରେ ନକ୍ଷତ୍ର ବନ୍ଦାପନା ନୀତି ଥିବାରୁ ବନକ ଲାଗି ନୀତି ହୋଇପାରିବ ନାହିଁ। ସେହିପରି ଗୁରୁବାର ଦିନ ଏକାନ୍ତ ଓ ଅନ୍ୟାନ୍ୟ ନୀତି ରହିଛି ତେଣୁ ବନକ ଲାଗି ହୋଇପାରିବ ନାହିଁ । ଆସନ୍ତା ୯ ତାରିଖ ବୁଧବାର ମହାପ୍ରଭୁଙ୍କ ବନକ ଲାଗି ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଥିଲା । ଇତି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଦିନ ବନକଲାଗି କରିବା ନେଇ ସ୍ଥିରୀକୃତ କରିବ ସେହି ଦିନ ଦତ୍ତ ମହାପାତ୍ର ସେବାୟତ ବନକଲାଗି ନୀତି ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର