ଦିନ ଦ୍ବିପ୍ରହରରେ ଲୁଟ୍: ବ୍ଯାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଟଙ୍କା ବ୍ଯାଗ ଛଡାଇ ନେଲେ ଦୁର୍ବୃତ୍ତ

The Sakala Picture
Published On

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ମୁଖ୍ୟ ବଜାରରୁ ଦିନ ଦ୍ବିପ୍ରହରରେ ଲୁଟ୍ । ଜଣେ ବ୍ୟକ୍ତିଙ୍କ ଠାରୁ ୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟର ଶିକାର ବ୍ୟକ୍ତି ଜଣଙ୍କ ହେଲେ ବ୍ରଜବନ୍ଧୁ ସାମନ୍ତରାୟ । ସୂଚନା ଅନୁଯୀୟୀ, ବ୍ରଜବନ୍ଧୁ ଆଜି ବ୍ୟାଙ୍କ ଅଫ ଇଣ୍ଡିଆରୁ ୩ଲକ୍ଷ ଟଙ୍କା ଉଠାଇ ସାଇକଲରେ ଫେରୁଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଲୁଟେରାମାନେ ବାଇକରେ ଆସି ତାଙ୍କ ଟଙ୍କା ବ୍ଯାଗ ଛଡାଇ ନେଇ ସାକ୍ଷୀଗୋପାଳ ଅଭିମୁଖେ ଯାଇଥିବା […]

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ମୁଖ୍ୟ ବଜାରରୁ ଦିନ ଦ୍ବିପ୍ରହରରେ ଲୁଟ୍ । ଜଣେ ବ୍ୟକ୍ତିଙ୍କ ଠାରୁ ୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟର ଶିକାର ବ୍ୟକ୍ତି ଜଣଙ୍କ ହେଲେ ବ୍ରଜବନ୍ଧୁ ସାମନ୍ତରାୟ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ଅନୁଯୀୟୀ, ବ୍ରଜବନ୍ଧୁ ଆଜି ବ୍ୟାଙ୍କ ଅଫ ଇଣ୍ଡିଆରୁ ୩ଲକ୍ଷ ଟଙ୍କା ଉଠାଇ ସାଇକଲରେ ଫେରୁଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଲୁଟେରାମାନେ ବାଇକରେ ଆସି ତାଙ୍କ ଟଙ୍କା ବ୍ଯାଗ ଛଡାଇ ନେଇ ସାକ୍ଷୀଗୋପାଳ ଅଭିମୁଖେ ଯାଇଥିବା ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

 

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର