ଅଣ୍ଟାରେ ଖୋସିଥିବା ମଦ ବୋତଲ ପେଟରେ ପଶି ଯୁବକଙ୍କ ମୃତ୍ୟୁ

The Sakala Picture
Published On

ବାଲିଅନ୍ତା : ଅଣ୍ଟାରେ ମଦ ବୋତଲ ଖୋଲି ସ୍କୁଟରରେ ଯିବା ସମୟରେ ଦୁର୍ଘଟଣା ଘଟିବାରୁ ବୋତଲ ଭାଙ୍ଗି ନିଜ ପେଟରେ ପଶିଗଲା ଆଉ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଲା। ଏଭଳି ଅଘଟଣ ଘଟିଛି ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ଗ୍ରାମରେ। ମୃତକ ହେଉଛନ୍ତି ବାଲିଅନ୍ତା ଥାନା ଚାରିମାଣିଆ ପ୍ରଧାନ ସାହିର ଅପୁ ଖଟୁଆ ( ୩୬)। ଖବର ନେବାରୁ ଜଣାପଡ଼ିଛି ଯେ, ଅପୁ ପାଖରେ ଅଥବା କୌଣସି ଏକ ମଦ ଦୋକାନରୁ ମଦ କିଣି ବୋତଲ ଅଣ୍ଟାରେ ଖୋସି […]

ବାଲିଅନ୍ତା : ଅଣ୍ଟାରେ ମଦ ବୋତଲ ଖୋଲି ସ୍କୁଟରରେ ଯିବା ସମୟରେ ଦୁର୍ଘଟଣା ଘଟିବାରୁ ବୋତଲ ଭାଙ୍ଗି ନିଜ ପେଟରେ ପଶିଗଲା ଆଉ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଲା। ଏଭଳି ଅଘଟଣ ଘଟିଛି ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ଗ୍ରାମରେ। ମୃତକ ହେଉଛନ୍ତି ବାଲିଅନ୍ତା ଥାନା ଚାରିମାଣିଆ ପ୍ରଧାନ ସାହିର ଅପୁ ଖଟୁଆ ( ୩୬)। ଖବର ନେବାରୁ ଜଣାପଡ଼ିଛି ଯେ, ଅପୁ ପାଖରେ ଅଥବା କୌଣସି ଏକ ମଦ ଦୋକାନରୁ ମଦ କିଣି ବୋତଲ ଅଣ୍ଟାରେ ଖୋସି ସ୍କୁଟରରେ ଘରକୁ ଯାଉଥିଲା। ଗାଁ ନିକଟରେ ସ୍କୁଟରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେ ତଳେ ପଡ଼ି ଯାଇଥିଲେ। ତଳେ ପଡ଼ିବା ସମୟରେ ମଦ ବୋତଲଟି ଭାଙ୍ଗି ତାଙ୍କ ପେଟରେ ପଶି ଯାଇଥିଲା। ଘଟଣା ସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ନିଆଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅପରପକ୍ଷେ ସଟଡାଉନ୍ ସମୟରେ ଅପୁ କେଉଁଠାରୁ ମଦ କିଣିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

26 Apr 2021 By The Sakala

ଅଣ୍ଟାରେ ଖୋସିଥିବା ମଦ ବୋତଲ ପେଟରେ ପଶି ଯୁବକଙ୍କ ମୃତ୍ୟୁ

ବାଲିଅନ୍ତା : ଅଣ୍ଟାରେ ମଦ ବୋତଲ ଖୋଲି ସ୍କୁଟରରେ ଯିବା ସମୟରେ ଦୁର୍ଘଟଣା ଘଟିବାରୁ ବୋତଲ ଭାଙ୍ଗି ନିଜ ପେଟରେ ପଶିଗଲା ଆଉ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଲା। ଏଭଳି ଅଘଟଣ ଘଟିଛି ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ଗ୍ରାମରେ। ମୃତକ ହେଉଛନ୍ତି ବାଲିଅନ୍ତା ଥାନା ଚାରିମାଣିଆ ପ୍ରଧାନ ସାହିର ଅପୁ ଖଟୁଆ ( ୩୬)। ଖବର ନେବାରୁ ଜଣାପଡ଼ିଛି ଯେ, ଅପୁ ପାଖରେ ଅଥବା କୌଣସି ଏକ ମଦ ଦୋକାନରୁ ମଦ କିଣି ବୋତଲ ଅଣ୍ଟାରେ ଖୋସି ସ୍କୁଟରରେ ଘରକୁ ଯାଉଥିଲା। ଗାଁ ନିକଟରେ ସ୍କୁଟରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେ ତଳେ ପଡ଼ି ଯାଇଥିଲେ। ତଳେ ପଡ଼ିବା ସମୟରେ ମଦ ବୋତଲଟି ଭାଙ୍ଗି ତାଙ୍କ ପେଟରେ ପଶି ଯାଇଥିଲା। ଘଟଣା ସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ନିଆଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅପରପକ୍ଷେ ସଟଡାଉନ୍ ସମୟରେ ଅପୁ କେଉଁଠାରୁ ମଦ କିଣିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର