ପୁରୀରୁ ଜବତ ହେଲା ୧୧ଲକ୍ଷ ଟଙ୍କାର ବ୍ରାଉନସୁଗର

The Sakala Picture
Published On

ପୁରୀ: ପୁରୀ ଏସ୍ଟିଏଫ୍ ଏବଂ ବାସେଳିସାହି ଥାନା ପୁଲିସ ମିଳିତ ଭାବେ ୧୧୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୨ ଜଣ ଆନ୍ଥ ଜିଲ୍ଲା ଚାଲାଣକାରୀଙ୍କୁ କାବୁ କରାଯାଇଛି। ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଟାଉନ ଗୁରୁଜଙ୍ଗ ଦେୱାନସାହିର ସର୍ବେଶ୍ୱର ବେହେରା ଓରଫ୍ ବାପି (୩୨) ଏବଂ ଅନ୍ୟଜଣେ ନାବାଳକ । ସୋମବାର ବାସେଳିସାହି ଥାନା ପରିସରରେ ଆୟୋଜିତ ସାମ୍ବାଦିକ […]

ପୁରୀ: ପୁରୀ ଏସ୍ଟିଏଫ୍ ଏବଂ ବାସେଳିସାହି ଥାନା ପୁଲିସ ମିଳିତ ଭାବେ ୧୧୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୨ ଜଣ ଆନ୍ଥ ଜିଲ୍ଲା ଚାଲାଣକାରୀଙ୍କୁ କାବୁ କରାଯାଇଛି। ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଟାଉନ ଗୁରୁଜଙ୍ଗ ଦେୱାନସାହିର ସର୍ବେଶ୍ୱର ବେହେରା ଓରଫ୍ ବାପି (୩୨) ଏବଂ ଅନ୍ୟଜଣେ ନାବାଳକ । ସୋମବାର ବାସେଳିସାହି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ସେ କହିଛନ୍ତି ଯେ, ୩୧୬ ନଂ. ଜାତୀୟ ରାଜପଥର ଫ୍ଲୋରିଶ ଇଣ୍ଡିଆ ନିକଟରେ ସେମାନଙ୍କଠାରୁ ୧୧୦ ଗ୍ରାମ୍ ବ୍ରାଉନସୁଗର, ୬ଟି ମୋବାଇଲ ଫୋନ, ୧୧ ହଜାର ଟଙ୍କା, ୨ଟି ବାଇକ୍ ଜବତ କରାଯାଇଛି। ଏ ନେଇ ବାସେଳିସାହି ଥାନରେ ଏକ ମାମଲା (୭୮/୨୨) ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

04 Apr 2022 By The Sakala

ପୁରୀରୁ ଜବତ ହେଲା ୧୧ଲକ୍ଷ ଟଙ୍କାର ବ୍ରାଉନସୁଗର

ପୁରୀ: ପୁରୀ ଏସ୍ଟିଏଫ୍ ଏବଂ ବାସେଳିସାହି ଥାନା ପୁଲିସ ମିଳିତ ଭାବେ ୧୧୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୨ ଜଣ ଆନ୍ଥ ଜିଲ୍ଲା ଚାଲାଣକାରୀଙ୍କୁ କାବୁ କରାଯାଇଛି। ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଟାଉନ ଗୁରୁଜଙ୍ଗ ଦେୱାନସାହିର ସର୍ବେଶ୍ୱର ବେହେରା ଓରଫ୍ ବାପି (୩୨) ଏବଂ ଅନ୍ୟଜଣେ ନାବାଳକ । ସୋମବାର ବାସେଳିସାହି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା ।

ସେ କହିଛନ୍ତି ଯେ, ୩୧୬ ନଂ. ଜାତୀୟ ରାଜପଥର ଫ୍ଲୋରିଶ ଇଣ୍ଡିଆ ନିକଟରେ ସେମାନଙ୍କଠାରୁ ୧୧୦ ଗ୍ରାମ୍ ବ୍ରାଉନସୁଗର, ୬ଟି ମୋବାଇଲ ଫୋନ, ୧୧ ହଜାର ଟଙ୍କା, ୨ଟି ବାଇକ୍ ଜବତ କରାଯାଇଛି। ଏ ନେଇ ବାସେଳିସାହି ଥାନରେ ଏକ ମାମଲା (୭୮/୨୨) ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/puri/rs-11-lakh-worth-of-brown-sugar-was-seized-from-puri/article-10498
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର