ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ
ରିଲିଜ୍ ହେଲା ‘ଆଲଫା’ ଟିଜର୍: ଝିଅ ଆଲିଆଙ୍କୁ ବାପା ବବି ଦେଓଲଙ୍କ ଭୟଙ୍କର ଜନ୍ମଦିନ ଉପହାର

ଜୀବନଚର୍ଯ୍ୟା

ରୁଟିକୁ ନେଇ ବାସ୍ତୁ ନିୟମ: ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଘରକୁ ଆସିପାରେ ଦରିଦ୍ରତା
ଘର ଓଳାଇବାର ସଠିକ୍ ସମୟ ଜାଣନ୍ତୁ, ନଚେତ୍ ଏହି ୩ଟି ଭୁଲ୍ ଆପଣଙ୍କୁ କରିଦେବ କାଙ୍ଗାଳ!
ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ 'ତାଳସଜ' ଏକ ସଞ୍ଜୀବନୀ: ଜାଣନ୍ତୁ ଏହି ସୁପରଫ୍ରୁଟ୍‌ର ଆଶ୍ଚର୍ଯ୍ୟଜନକ ଫାଇଦା
ପିଲାମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ପ୍ରବଳ ଗ୍ରୀଷ୍ମପ୍ରବାହ: NDMA ପକ୍ଷରୁ ସତର୍କ ସୂଚନା
ବଳକା କିମ୍ବା ବାସି ଭାତକୁ ଫୋପାଡ଼ନ୍ତୁ ନାହିଁ, ଚେହେରାରେ ଆଣିବ ପ୍ରାକୃତିକ ଚମକ; ଜାଣନ୍ତୁ ଏହି ଭାଇରାଲ୍ ସ୍କିନ୍ ଗ୍ଲୋ ସିକ୍ରେଟ୍
ଚାଣକ୍ୟ ନୀତି: ଭଲ ସମୟରେ ପାଖରେ, ଖରାପ ସମୟରେ ଦୂରରେ! 'ହଂସ' ଭଳି ସ୍ୱଭାବ ଥିବା ଲୋକଙ୍କଠାରୁ ସାବଧାନ

ପୁରୀ

ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପାଟଣା ଗ୍ରାମରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ମିଥ୍ୟା ଅଭିଯୋଗକୁ ବିରୋଧ କରି ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗ୍ରାମର ପୁରୁଷ ଓ ମହିଳାମାନେ ହଟ ସାମନ୍ତରାୟ ଏବଂ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପରଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚିଲିକା କୂଳରେ ହୋଇଥିବା ଭୟଙ୍କର ବଜ୍ରାଘାତରେ ୯ଟି ଗାଈଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଟି ଗାଈ ଓ ବାଛୁରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଅସହ୍ୟ ଗରମ ଯୋଗୁଁ ଗାଈ ଓ ବାଛୁରୀମାନେ ଗାଁ ମୁଣ୍ଡରେ ଥିବା ଏକ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

କୃଷ୍ଣପ୍ରସାଦ ଥାନା ପକ୍ଷରୁ 'ଜୁଭେଣ୍ଟିକା' ସଚେତନତା କର୍ମଶାଳା ଅନୁଷ୍ଠିତ: ମହିଳା ଓ କିଶୋରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ଥାନା ପକ୍ଷରୁ କିଶୋରୀ ବାଳିକା ଏବଂ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର 'ଜୁଭେଣ୍ଟିକା' ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋରୀମାନଙ୍କୁ ଚାପମୁକ୍ତ ଜୀବନଯାପନ ଏବଂ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଛି। ଥାନା...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ପୁରୀରେ ମାନସିଂହ ସାହିତ୍ୟ ସଂସଦର ୬୫ତମ କବିତା ଆସର: ଶତାଧିକ ଯୁବକବିଙ୍କ ସମାଗମ

ପୁରୀ: କୃଷ୍ଣପ୍ରସାଦ ନନ୍ଦଳା ସ୍ଥିତ ମାନସିଂହ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ୬୫ତମ କବିତା ଆସର ଏବଂ ଏକ ଦିବସୀୟ କବି କର୍ମଶାଳା ପୁରୀ ସଂସ୍କୃତି ଭବନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। 'କବି, କବିତା ଓ କାବ୍ୟଭୂମି' ଶୀର୍ଷକରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଯୁବକବି ଅଂଶଗ୍ରହଣ କରିଥିଲେ।...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ଚଳଚଞ୍ଚଳ ରଥଖଳା: ତିନିରଥର ୧୦ ଚକ ନିର୍ମାଣ ଶେଷ, ରଥ ନିର୍ମାଣ ତଦାରଖ କଲେ କମିଟି ସଦସ୍ୟ

ପୁରୀ: ଘୋଷଯାତ୍ରା ପାଇଁ ରଥଖଳା ସମ୍ପୂର୍ଣ୍ଣ ଚଳଚଞ୍ଚଳ। ବିଧି ମୁତାବକ, ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆସନ୍ତା ଶନିବାର ଭଉଁରି। ପରମ୍ପରା ଅନୁଯାୟୀ, ଭଉଁରି ତିଥିରେ ତିନିରଥର ଚକଡେରା କାର୍ଯ୍ୟ ସମ୍ପନ୍ନ ହେବ। ଏହାକୁ ନଜରରେ ରଖି ମହାରଣା ସେବକମାନେ ପ୍ରସ୍ତୁତ ହୋଇଯାଇଛନ୍ତି। ମଙ୍ଗଳବାର ସୁଦ୍ଧା ତିନିରଥର ୪୨ଚକ ମଧ୍ୟରୁ ୧୦ଟି ଚକ ନିର୍ମାଣ ଶେଷ...
ଓଡ଼ିଶା  ପୁରୀ 

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ଗାଁ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡଝାଡ଼ ଗ୍ରାମ ପଞ୍ଚାୟତର ଗୋବରଧୂଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଁ ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଗୋବରଧୂଳି ଗ୍ରାମର ଗୋଲଖ ପାହାନଙ୍କ ପୁଅ ବାଦଲ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା

ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ଥାନାରେ ନୂତନ ଅଧିକାରୀ ଭାବେ ବିଚିତ୍ରାନନ୍ଦ ପ୍ରଧାନ ଯୋଗଦେବା ପରେ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିରେ ବ୍ୟାପକ ସୁଧାର ଆସିଛି। ଚୋରି, ରାହାଜାନି ଓ ନିଶା ବେପାର ଭଳି ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାରେ ପୋଲିସ ସଫଳତା ହାସଲ କରିଛି। ମାଲୁଦ ବଜାର ଗୁଳିକାଣ୍ଡର ସଫଳ ପର୍ଦ୍ଦାଫାଶ ନିକଟରେ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ମଙ୍ଗଳାକୁଦି ଷ୍ଟାଡିୟମ ଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆୟୋଜକ ତିଛିଣିର ବାବା ତ୍ରିଲୋଚନେଶ୍ଵର କ୍ରିକେଟ ଟିମ୍ ଫାଇନାଲ ମ୍ୟାଚରେ ବିଜୟୀ ହୋଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ବାବା ତ୍ରିଲୋଚନେଶ୍ଵର କ୍ରିକେଟ ଟିମ୍ (ତିଛିଣି) ଏବଂ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଦେଉଳପଡା ତିତିପ ଠାରେ ମହାସମାରୋହରେ ଚାଲିଛି ଭାଇଚାରାର ପର୍ବ ତଥା ଅଞ୍ଚଳର ପ୍ରସିଦ୍ଧ ପଣାଯାତ୍ରା (ଦ୍ୱିତୀୟ ବାଲିଯାତ୍ରା)। ୩୫ ମୌଜା ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବର ମଙ୍ଗଳବାର ଦିନ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଏହାର ୫ମ ଦିବସ ପାଳିତ ହୋଇଯାଇଛି। ପଞ୍ଚମ ଦିବସରେ ଯାତ୍ରା...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ସାତପଡ଼ା-ଜହ୍ନିକୁଦା ଘାଟରେ ଭଡ଼ା ବୃଦ୍ଧିକୁ ନେଇ ଉତ୍ତେଜନା: ଯାତ୍ରୀ ଓ ଡଙ୍ଗା ମାଲିକ ମୁହାଁମୁହିଁ

ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଚଳାଚଳ କରୁଥିବା ଘାଟ ଡଙ୍ଗାରେ ଅହେତୁକ ଭଡ଼ା ବୃଦ୍ଧିକୁ ନେଇ ଆଜି ପ୍ରବଳ ଉତ୍ତେଜନା ଦେଖାଦେଇଛି। ଧାର୍ଯ୍ୟ ଶୁଳ୍କଠାରୁ ଅଧିକ ଅର୍ଥ ଦାବି କରାଯାଉଥିବା ଅଭିଯୋଗକୁ କେନ୍ଦ୍ର କରି ଯାତ୍ରୀ ଏବଂ ଡଙ୍ଗା ମାଲିକଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି। ମନଇଚ୍ଛା ଭଡ଼ା ଆଦାୟ ଅଭିଯୋଗ ସାଧାରଣ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ପୁରୀ କୃଷ୍ଣପ୍ରସାଦରେ ଦ୍ଵିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଇକ ଆଖଡାରେ ଦର୍ଶକ ବିଭୋର

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ତିତିପ ପଞ୍ଚାୟତ ଦେଉଳପଡା ଠାରେ ମହାସମାରୋହରେ ପାଳିତ ହେଉଛି ଦ୍ଵିତୀୟ ବାଲିଯାତ୍ରା ବା ପଣାଯାତ୍ରା। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ଦ୍ବିତୀୟ ଦିବସରେ ଯାତ୍ରା ପଡ଼ିଆରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ବିଶେଷ କରି ଅଞ୍ଚଳର ପାରମ୍ପରିକ ସମରକଳା...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୭୯ତମ ପଣାଯାତ୍ରା ଉଦ୍‌ଘାଟିତ: ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା

ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା ଭାବେ ସୁନାମ ଅର୍ଜନ କରିଥିବା ଐତିହାସିକ ୭୯ତମ ପଣାଯାତ୍ରା ମହୋତ୍ସବ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଦେଉଳପଡ଼ା ତିତିପ ଠାରେ ଉଦ୍‌ଘାଟିତ ହୋଇଯାଇଛି। ୩୫ ମୌଜା ପରିଚାଳନା କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ମହୋତ୍ସବରେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି। ଦେବଦଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ମୁଖ୍ୟ ସମାଚାର

ସୋମବତୀ ଅମାବାସ୍ୟା 2026: ଆଜି ରାତିରେ କରନ୍ତୁ ଏହି ସ୍ୱତନ୍ତ୍ର ଉପାୟ, ଦୂର ହେବ ଦରିଦ୍ରତା ଓ ପ୍ରସନ୍ନ ହେବେ ପିତୃପୁରୁଷ
ବଢ଼ିବନି ଗ୍ରୀଷ୍ମ ଛୁଟି, ନିର୍ଦ୍ଧାରିତ ସମୟ ଜୁନ ୧୮ରେ ଖୋଲିବ ସମସ୍ତ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ
ବାଂଲାଦେଶରେ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀଙ୍କ ବୟାନକୁ ନେଇ ବିବାଦ, ଜମାତ-ଏ-ଇସଲାମୀର କଡ଼ା ପ୍ରତିକ୍ରିୟା
କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ରଜ ଦୋଳି ଉପରକୁ ମାଡ଼ିଗଲା ବୋଲେରୋ, ୨ ଶିଶୁ ଗୁରୁତର
ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
ବେଦାନ୍ତର ନୂଆ ଅଧ୍ୟାୟ: ୫ଟି କମ୍ପାନୀରେ ବିଭକ୍ତ ପରେ ଅନିଲ ଅଗ୍ରୱାଲଙ୍କ ୧୦୦ ବିଲିୟନ ଡଲାରର ବଡ଼ ଲକ୍ଷ୍ୟ