ପୁରୀ-ହାୱଡା ଏକ୍ସପ୍ରେସର ୩ଟି ଖାଲି ବଗି ଲାଇନଚ୍ୟୁତ, କାରଣ ଅସ୍ପଷ୍ଟ
ପୁରୀ: ପୁରୀ-ହାୱଡା ଏକ୍ସପ୍ରେସ ଲାଇନଚ୍ୟୁତ । ଆଜି ସନ୍ଧ୍ୟାରେ ପୁରୀ-ହାୱଡା ଏକ୍ସପ୍ରେସର ୩ଟି ଖାଲି ବଗି ମାଳତୀପାଟପୁର ନିକଟରେ ଲାଇନଚ୍ୟୁତ ହୋଇଛି । ମାଳତୀପାଟପୁରରୁ ଖାଲି ବଗି ପୁରୀ ଆସୁଥିବା ସମୟରେ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ପୁରୀରୁ ହାୱଡା ଯାଇଥାନ୍ତା ଏକ୍ସପ୍ରେସ୍ । ଟ୍ରେନରେ କେହି ଯାତ୍ରୀ ନଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଟ୍ରେନର ବଗି ଲାଇନ୍ଚ୍ୟୁତ୍ ହୋଇଛି, ତାହା ଜଣାପଡ଼ି ନାହିଁ। ଘଟଣା ସ୍ଥଳକୁ ରେଳ ବିଭାଗର କର୍ମଚାରୀ […]
ପୁରୀ: ପୁରୀ-ହାୱଡା ଏକ୍ସପ୍ରେସ ଲାଇନଚ୍ୟୁତ । ଆଜି ସନ୍ଧ୍ୟାରେ ପୁରୀ-ହାୱଡା ଏକ୍ସପ୍ରେସର ୩ଟି ଖାଲି ବଗି ମାଳତୀପାଟପୁର ନିକଟରେ ଲାଇନଚ୍ୟୁତ ହୋଇଛି । ମାଳତୀପାଟପୁରରୁ ଖାଲି ବଗି ପୁରୀ ଆସୁଥିବା ସମୟରେ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ପୁରୀରୁ ହାୱଡା ଯାଇଥାନ୍ତା ଏକ୍ସପ୍ରେସ୍ । ଟ୍ରେନରେ କେହି ଯାତ୍ରୀ ନଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଟ୍ରେନର ବଗି ଲାଇନ୍ଚ୍ୟୁତ୍ ହୋଇଛି, ତାହା ଜଣାପଡ଼ି ନାହିଁ। ଘଟଣା ସ୍ଥଳକୁ ରେଳ ବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ କରିବା ସହ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ।