ସଂକ୍ରମଣ ସ୍ଥିତି ଦେଖି ଭକ୍ତଙ୍କ ଦର୍ଶନ ଉପରେ ନିଆଯିବ ନିଷ୍ପତ୍ତି

The Sakala Picture
Published On

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତା ନେଇ ବସିଥିବା ବୈଠକ ସରିଛି । ୨ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେବେ । ଗଣେଶ ପୂଜା ସୁଦ୍ଧା ନିଷ୍ପତ୍ତି ନିଆଯିବ । ସେହିପରି ଭକ୍ତଙ୍କ ଦର୍ଶନ ଉପରେ ଦୁର୍ଗା ପୂଜା ସମୟରେ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ହେବ । ୩ ପଟ ଆବଦ୍ଧ ରହିବ କି ନାହିଁ ଅକ୍ଟୋବର ମାସ କିମ୍ବା ଦୁର୍ଗା ପୂଜା ସମୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ନେବେ ସରକାର । […]

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତା ନେଇ ବସିଥିବା ବୈଠକ ସରିଛି । ୨ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେବେ । ଗଣେଶ ପୂଜା ସୁଦ୍ଧା ନିଷ୍ପତ୍ତି ନିଆଯିବ । ସେହିପରି ଭକ୍ତଙ୍କ ଦର୍ଶନ ଉପରେ ଦୁର୍ଗା ପୂଜା ସମୟରେ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ହେବ । ୩ ପଟ ଆବଦ୍ଧ ରହିବ କି ନାହିଁ ଅକ୍ଟୋବର ମାସ କିମ୍ବା ଦୁର୍ଗା ପୂଜା ସମୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ନେବେ ସରକାର । ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ଶାନ୍ତି କମିଟି ଓ ଦୁର୍ଗା ପୂଜା କମିଟି ସ୍ବାଗତ କରିଛି ।

ଆହୁରି ପଢ଼ନ୍ତୁ: ଯାଜପୁର କାଳୀମେଘା ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା: ୫ ଅଭିଯୁକ୍ତ ଗିରଫ, ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ

ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ ସରକାର ପ୍ରାୟତଃ ରାଜି ଅଛନ୍ତି । ଉଚ୍ଚତା ବୃଦ୍ଧିରେ କୌଣସି ସମସ୍ୟା ନାହିଁ ବୋଲି ସରକାର ମତ ଦେଇଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କ ସହ ଏସଆରସି, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟସଭା ସାଂସଦ ସୁବାସ ସିଂ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ରାଜନୈତିକ ସଂରକ୍ଷଣ: ବିଜୁଙ୍କ ସ୍ୱପ୍ନ, ନବୀନଙ୍କ ପ୍ରୟାସ; ମହିଳା ସଶକ୍ତୀକରଣ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିଥିଲେ ନବୀନ

ଗତକାଲି ବିଧାନସଭାରେ ଦୁର୍ଗାପୂଜାରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ଉଠିଥିଲା । କଟକ ସହର ସହ ସାରା ରାଜ୍ୟରେ ମୂର୍ତ୍ତି ଉଚ୍ଚତାରେ କଟକଣା ନରଖିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ ବିଧାୟକ । ସମସ୍ତଙ୍କୁ ପୂଜା କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରାଯାଇଥିଲା । ଏନେଇ ପୂନର୍ବିଚାର ପାଇଁ ରୁଲିଂ ଦେଇଥଲେ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର ।

ଆହୁରି ପଢ଼ନ୍ତୁ: ଓଡ଼ିଆ ଅସ୍ମିତାକୁ ଧକ୍କା: ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଷଡ଼ଯନ୍ତ୍ର ଆରମ୍ଭ

08 Sep 2021 By The Sakala

ସଂକ୍ରମଣ ସ୍ଥିତି ଦେଖି ଭକ୍ତଙ୍କ ଦର୍ଶନ ଉପରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତା ନେଇ ବସିଥିବା ବୈଠକ ସରିଛି । ୨ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେବେ । ଗଣେଶ ପୂଜା ସୁଦ୍ଧା ନିଷ୍ପତ୍ତି ନିଆଯିବ । ସେହିପରି ଭକ୍ତଙ୍କ ଦର୍ଶନ ଉପରେ ଦୁର୍ଗା ପୂଜା ସମୟରେ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ହେବ । ୩ ପଟ ଆବଦ୍ଧ ରହିବ କି ନାହିଁ ଅକ୍ଟୋବର ମାସ କିମ୍ବା ଦୁର୍ଗା ପୂଜା ସମୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ନେବେ ସରକାର । ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ଶାନ୍ତି କମିଟି ଓ ଦୁର୍ଗା ପୂଜା କମିଟି ସ୍ବାଗତ କରିଛି ।

ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ ସରକାର ପ୍ରାୟତଃ ରାଜି ଅଛନ୍ତି । ଉଚ୍ଚତା ବୃଦ୍ଧିରେ କୌଣସି ସମସ୍ୟା ନାହିଁ ବୋଲି ସରକାର ମତ ଦେଇଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କ ସହ ଏସଆରସି, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟସଭା ସାଂସଦ ସୁବାସ ସିଂ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ ।

ଗତକାଲି ବିଧାନସଭାରେ ଦୁର୍ଗାପୂଜାରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ଉଠିଥିଲା । କଟକ ସହର ସହ ସାରା ରାଜ୍ୟରେ ମୂର୍ତ୍ତି ଉଚ୍ଚତାରେ କଟକଣା ନରଖିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ ବିଧାୟକ । ସମସ୍ତଙ୍କୁ ପୂଜା କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରାଯାଇଥିଲା । ଏନେଇ ପୂନର୍ବିଚାର ପାଇଁ ରୁଲିଂ ଦେଇଥଲେ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର