ଡ୍ରଗ୍ସ ବେପାରୀ ସାବଧାନ: ଗଠନ ହେବ ଡେଡିକେଟେଡ୍‌ ନାର୍କୋଟିକ୍‌ ୟୁନିଟ୍, ୨୭ ନୂଆ ପଦବୀ ସୃ୍ଷ୍ଟିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

The Sakala Picture
Published On

ଭୁବନେଶ୍ୱର: ସାବଧାନ ହୋଇଯାନ୍ତୁ  ଡ୍ରଗ୍ସ ବେପାରୀ । ଆହୁରି ସଶକ୍ତ ହେବ ଏସଟିଏଫ୍ । ନିଶା କାରବାର ଓ ଚାଲାଣ ଉପରେ ଲାଗିବ ରୋକ୍ । ଡ୍ରଗ୍ସ ପେଡଲରଙ୍କ ଉପରେ କଡ଼ା ନଜର ରଖିଛି ଓଡିଶାର ପୁଲିସର ଏସଟିଏଫ । ଏଥିପାଇଁ ୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ଏହାସହ ଗଠନ ହେବ ଡେଡିକେଟେଡ୍‌ ନାର୍କୋଟିକ୍‌ ୟୁନିଟ୍ । ଏହି ୟୁନିଟ୍ ସ୍ଥାପନ ପାଇଁ […]

ଭୁବନେଶ୍ୱର: ସାବଧାନ ହୋଇଯାନ୍ତୁ  ଡ୍ରଗ୍ସ ବେପାରୀ । ଆହୁରି ସଶକ୍ତ ହେବ ଏସଟିଏଫ୍ । ନିଶା କାରବାର ଓ ଚାଲାଣ ଉପରେ ଲାଗିବ ରୋକ୍ । ଡ୍ରଗ୍ସ ପେଡଲରଙ୍କ ଉପରେ କଡ଼ା ନଜର ରଖିଛି ଓଡିଶାର ପୁଲିସର ଏସଟିଏଫ । ଏଥିପାଇଁ ୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ଏହାସହ ଗଠନ ହେବ ଡେଡିକେଟେଡ୍‌ ନାର୍କୋଟିକ୍‌ ୟୁନିଟ୍ । ଏହି ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ୨୭ଟି ନୂଆ ପଦବୀ ସହିତ ଜଣେ ଏସପି ଓ ୩ଜଣ ଡେପୁଟି ଏସ୍‌ପି ନିଯୁକ୍ତ ହେବେ । ଏସଟିଏଫ୍‌ର ୨ଟି ୟୁନିଟ୍‌ର ନେତୃତ୍ବ ନେବେ ଜଣେ ଏସପି । ଗୋଟିଏ ଏସଟିଏଫ୍ ନାର୍କୋଟିକ୍ସ ୟୁନିଟ୍ ଓ ଅନ୍ୟଟି ଏସଟିଏଫ୍ କ୍ରାଇମ୍ ୟୁନିଟ୍ ରହିବ । ଏଭଳି ସଶକ୍ତ, ସହଯୋଗ ଓ ଗାଇଡ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁଲିସ ଡିଜି ଅଭୟ କୃତଜ୍ଞତା ଜଣାଇଛନ୍ତି । ଏସ୍‌ଟିଏଫ୍‌ ଭବିଷ୍ୟତରେ ଆହୁରି ଭଲ କାମ କରିବ ବୋଲି ଭରସା ଦେଇଛନ୍ତି ପୁଲିସ ଡିଜି ଅଭୟ ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

08 Jun 2021 By The Sakala

ଡ୍ରଗ୍ସ ବେପାରୀ ସାବଧାନ: ଗଠନ ହେବ ଡେଡିକେଟେଡ୍‌ ନାର୍କୋଟିକ୍‌ ୟୁନିଟ୍, ୨୭ ନୂଆ ପଦବୀ ସୃ୍ଷ୍ଟିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ସାବଧାନ ହୋଇଯାନ୍ତୁ  ଡ୍ରଗ୍ସ ବେପାରୀ । ଆହୁରି ସଶକ୍ତ ହେବ ଏସଟିଏଫ୍ । ନିଶା କାରବାର ଓ ଚାଲାଣ ଉପରେ ଲାଗିବ ରୋକ୍ । ଡ୍ରଗ୍ସ ପେଡଲରଙ୍କ ଉପରେ କଡ଼ା ନଜର ରଖିଛି ଓଡିଶାର ପୁଲିସର ଏସଟିଏଫ । ଏଥିପାଇଁ ୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

ଏହାସହ ଗଠନ ହେବ ଡେଡିକେଟେଡ୍‌ ନାର୍କୋଟିକ୍‌ ୟୁନିଟ୍ । ଏହି ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ୨୭ଟି ନୂଆ ପଦବୀ ସହିତ ଜଣେ ଏସପି ଓ ୩ଜଣ ଡେପୁଟି ଏସ୍‌ପି ନିଯୁକ୍ତ ହେବେ । ଏସଟିଏଫ୍‌ର ୨ଟି ୟୁନିଟ୍‌ର ନେତୃତ୍ବ ନେବେ ଜଣେ ଏସପି । ଗୋଟିଏ ଏସଟିଏଫ୍ ନାର୍କୋଟିକ୍ସ ୟୁନିଟ୍ ଓ ଅନ୍ୟଟି ଏସଟିଏଫ୍ କ୍ରାଇମ୍ ୟୁନିଟ୍ ରହିବ । ଏଭଳି ସଶକ୍ତ, ସହଯୋଗ ଓ ଗାଇଡ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁଲିସ ଡିଜି ଅଭୟ କୃତଜ୍ଞତା ଜଣାଇଛନ୍ତି । ଏସ୍‌ଟିଏଫ୍‌ ଭବିଷ୍ୟତରେ ଆହୁରି ଭଲ କାମ କରିବ ବୋଲି ଭରସା ଦେଇଛନ୍ତି ପୁଲିସ ଡିଜି ଅଭୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର