ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ, ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି

The Sakala Picture
Published On

ବାରିପଦା: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅଭିଯୁକ୍ତ କନେଷ୍ଟବଳ ଜଣଙ୍କ ହେଲେ ନିହାର ଦଣ୍ଡପାଟ (୪୫) । ତାଙ୍କର ପୈତୃକ ଓ ଶଶୁର ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ । ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ନେତୃତ୍ବରେ ୬ଟି ଟିମରେ ୩୫ଜଣ ଅଫିସର ଚଢ଼ାଉ ଜାରି ରଖିଛନ୍ତି । ବାରିପଦାର ଭଞ୍ଜପୁରରେ ନବ ନିର୍ମିତ କୋଠା ଘର, ୨ଟି ବ୍ୟବସାୟ ପ୍ରତିଷ୍ଠାନ, […]

ବାରିପଦା: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅଭିଯୁକ୍ତ କନେଷ୍ଟବଳ ଜଣଙ୍କ ହେଲେ ନିହାର ଦଣ୍ଡପାଟ (୪୫) । ତାଙ୍କର ପୈତୃକ ଓ ଶଶୁର ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ । ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ନେତୃତ୍ବରେ ୬ଟି ଟିମରେ ୩୫ଜଣ ଅଫିସର ଚଢ଼ାଉ ଜାରି ରଖିଛନ୍ତି । ବାରିପଦାର ଭଞ୍ଜପୁରରେ ନବ ନିର୍ମିତ କୋଠା ଘର, ୨ଟି ବ୍ୟବସାୟ ପ୍ରତିଷ୍ଠାନ, ବଡସାହି ଥାନା ବେଲପାଳ ପୈତୃକ ଘର, ରାଉରକେଲା ସ୍ଥିତ ଶଶୁର ଘର ଓ ଶଶୁରଙ୍କ ପୈତୃକ ଗ୍ରାମ(ପଶ୍ଚିମବଙ୍ଗ)ରେ ଚଢ଼ାଉ ଜାରି । ତେବେ ଏବେ ଯାଏଁ କେତେ ପରିମାଣରେ ସମ୍ପତ୍ତି ଠାବ ହୋଇଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

11 Jan 2022 By The Sakala

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ, ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି

ବାରିପଦା: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅଭିଯୁକ୍ତ କନେଷ୍ଟବଳ ଜଣଙ୍କ ହେଲେ ନିହାର ଦଣ୍ଡପାଟ (୪୫) । ତାଙ୍କର ପୈତୃକ ଓ ଶଶୁର ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ । ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ନେତୃତ୍ବରେ ୬ଟି ଟିମରେ ୩୫ଜଣ ଅଫିସର ଚଢ଼ାଉ ଜାରି ରଖିଛନ୍ତି । ବାରିପଦାର ଭଞ୍ଜପୁରରେ ନବ ନିର୍ମିତ କୋଠା ଘର, ୨ଟି ବ୍ୟବସାୟ ପ୍ରତିଷ୍ଠାନ, ବଡସାହି ଥାନା ବେଲପାଳ ପୈତୃକ ଘର, ରାଉରକେଲା ସ୍ଥିତ ଶଶୁର ଘର ଓ ଶଶୁରଙ୍କ ପୈତୃକ ଗ୍ରାମ(ପଶ୍ଚିମବଙ୍ଗ)ରେ ଚଢ଼ାଉ ଜାରି । ତେବେ ଏବେ ଯାଏଁ କେତେ ପରିମାଣରେ ସମ୍ପତ୍ତି ଠାବ ହୋଇଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର