ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମେଡିକାଲର ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ

The Sakala Picture
Published On

ଭଦ୍ରକ: ଭଦ୍ରକ ଆଗରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ । ମେଡିକାଲ କାର୍ଯ୍ୟରେ ନିୟୋଜିତ ବୋଲେରୋ ରୋଗୀ ଓ ସମ୍ପର୍କୀୟଙ୍କୁ ଧକ୍କା ଦେଇଥିଲା । ମୃତକ ହେଉଛନ୍ତି ଆଗରପଡ଼ା ବର୍ଚ୍ଚିକୟାଁର ଶ୍ରୀଧର ଲେଙ୍କା । ଆଗରପଡା ମେଡିକାଲ କାର୍ଯ୍ୟରେ ନିୟୋଜିତ ଗାଡ଼ି ଭଦ୍ରକରୁ ଔଷଧ ଆଣି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିଲା । ଔଷଧ କାଢିବା ବେଳେ ଗାଡିରେ ଚାବି ଲାଗିଥିଲା । ସେହି ସମୟରେ କେହି ଗାଡିଟିକୁ ଷ୍ଟାର୍ଟ କରିଦେବା […]

ଭଦ୍ରକ: ଭଦ୍ରକ ଆଗରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ । ମେଡିକାଲ କାର୍ଯ୍ୟରେ ନିୟୋଜିତ ବୋଲେରୋ ରୋଗୀ ଓ ସମ୍ପର୍କୀୟଙ୍କୁ ଧକ୍କା ଦେଇଥିଲା । ମୃତକ ହେଉଛନ୍ତି ଆଗରପଡ଼ା ବର୍ଚ୍ଚିକୟାଁର ଶ୍ରୀଧର ଲେଙ୍କା । ଆଗରପଡା ମେଡିକାଲ କାର୍ଯ୍ୟରେ ନିୟୋଜିତ ଗାଡ଼ି ଭଦ୍ରକରୁ ଔଷଧ ଆଣି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିଲା । ଔଷଧ କାଢିବା ବେଳେ ଗାଡିରେ ଚାବି ଲାଗିଥିଲା । ସେହି ସମୟରେ କେହି ଗାଡିଟିକୁ ଷ୍ଟାର୍ଟ କରିଦେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

ମେଡିକାଲରେ ଚିକିତ୍ସାଧୀନ କିଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ଦ୍ରୁତ ବେଗରେ ଗାଡିଟି ଚଢି ଯାଇଥିଲା । ସେମାନେ ଛିଟିକି ପଡ଼ିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଆହତଙ୍କ ମଧ୍ୟରୁ ଶ୍ରୀଧର ଲେଙ୍କାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

01 Jun 2022 By The Sakala

ମେଡିକାଲର ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ

ଭଦ୍ରକ: ଭଦ୍ରକ ଆଗରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ । ମେଡିକାଲ କାର୍ଯ୍ୟରେ ନିୟୋଜିତ ବୋଲେରୋ ରୋଗୀ ଓ ସମ୍ପର୍କୀୟଙ୍କୁ ଧକ୍କା ଦେଇଥିଲା । ମୃତକ ହେଉଛନ୍ତି ଆଗରପଡ଼ା ବର୍ଚ୍ଚିକୟାଁର ଶ୍ରୀଧର ଲେଙ୍କା । ଆଗରପଡା ମେଡିକାଲ କାର୍ଯ୍ୟରେ ନିୟୋଜିତ ଗାଡ଼ି ଭଦ୍ରକରୁ ଔଷଧ ଆଣି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିଲା । ଔଷଧ କାଢିବା ବେଳେ ଗାଡିରେ ଚାବି ଲାଗିଥିଲା । ସେହି ସମୟରେ କେହି ଗାଡିଟିକୁ ଷ୍ଟାର୍ଟ କରିଦେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

ମେଡିକାଲରେ ଚିକିତ୍ସାଧୀନ କିଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ଦ୍ରୁତ ବେଗରେ ଗାଡିଟି ଚଢି ଯାଇଥିଲା । ସେମାନେ ଛିଟିକି ପଡ଼ିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଆହତଙ୍କ ମଧ୍ୟରୁ ଶ୍ରୀଧର ଲେଙ୍କାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର