ଓଡିଶା ଝିଅ ଅନମୋଲ ଅଙ୍କିତାଙ୍କ ଭାଷଣରେ କମ୍ପିଲା ସଂସଦ ଭବନ

The Sakala Picture
Published On

ନୂଆଦିଲ୍ଲୀ: ଓଡିଶାର କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତାଙ୍କ ଭାଷଣରେ କମ୍ପିଲା ସଂସଦ ଭବନ। ଗାନ୍ଧୀ ଓ ଶାସ୍ତୀ ଜୟନ୍ତୀ ଅବସରରେ ସଂସଦ ଭବନ ପରିସରରେ ୟୁଥ ଲିଡରସିପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେଠାରେ ଆୟୋଜିତ ହୋଇଥିଲା ଜାତୀୟ ସ୍ତରର ଭାଷଣ ପ୍ରତିଯୋଗିତା। ରାଜ୍ୟରେ ଭାଷଣରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଙ୍କିତା ଅନମୋଲ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅନମୋଲ ଅଙ୍କିତା ସଂସଦ ଭବନର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନୀ […]

ନୂଆଦିଲ୍ଲୀ: ଓଡିଶାର କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତାଙ୍କ ଭାଷଣରେ କମ୍ପିଲା ସଂସଦ ଭବନ। ଗାନ୍ଧୀ ଓ ଶାସ୍ତୀ ଜୟନ୍ତୀ ଅବସରରେ ସଂସଦ ଭବନ ପରିସରରେ ୟୁଥ ଲିଡରସିପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେଠାରେ ଆୟୋଜିତ ହୋଇଥିଲା ଜାତୀୟ ସ୍ତରର ଭାଷଣ ପ୍ରତିଯୋଗିତା।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ରାଜ୍ୟରେ ଭାଷଣରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଙ୍କିତା ଅନମୋଲ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅନମୋଲ ଅଙ୍କିତା ସଂସଦ ଭବନର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଉପରେ ଭାଷଣ ରଖିଥିଲେ। କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏହା ପୂର୍ବରୁ ମଧ୍ୟ ଅଙ୍କିତା ଅନମୋଲ ଭାଷଣରେ ଅନେକ ପୁରସ୍କାର ପାଇବା ସହ ସମ୍ମାନିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ଅନ୍ତରାଜ୍ୟ ବିଶ୍ବବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟପାଳଙ୍କଠାରୁ ୩୦ ହଜାର ଟଙ୍କା ପୁରସ୍କାର ପାଇଥିଲେ। ପ୍ୟାନେଲ ଆଲୋଚନା କାର୍ଯ୍ୟକ୍ରମରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିପରି ପଶ୍ଚିମବଙ୍ଗରେ NSS ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଡିବେଟ୍ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

05 Oct 2023 By The Sakala

ଓଡିଶା ଝିଅ ଅନମୋଲ ଅଙ୍କିତାଙ୍କ ଭାଷଣରେ କମ୍ପିଲା ସଂସଦ ଭବନ

ନୂଆଦିଲ୍ଲୀ: ଓଡିଶାର କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତାଙ୍କ ଭାଷଣରେ କମ୍ପିଲା ସଂସଦ ଭବନ। ଗାନ୍ଧୀ ଓ ଶାସ୍ତୀ ଜୟନ୍ତୀ ଅବସରରେ ସଂସଦ ଭବନ ପରିସରରେ ୟୁଥ ଲିଡରସିପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେଠାରେ ଆୟୋଜିତ ହୋଇଥିଲା ଜାତୀୟ ସ୍ତରର ଭାଷଣ ପ୍ରତିଯୋଗିତା।

ରାଜ୍ୟରେ ଭାଷଣରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଙ୍କିତା ଅନମୋଲ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅନମୋଲ ଅଙ୍କିତା ସଂସଦ ଭବନର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଉପରେ ଭାଷଣ ରଖିଥିଲେ। କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏହା ପୂର୍ବରୁ ମଧ୍ୟ ଅଙ୍କିତା ଅନମୋଲ ଭାଷଣରେ ଅନେକ ପୁରସ୍କାର ପାଇବା ସହ ସମ୍ମାନିତ ହୋଇଛନ୍ତି।

ଅନ୍ତରାଜ୍ୟ ବିଶ୍ବବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟପାଳଙ୍କଠାରୁ ୩୦ ହଜାର ଟଙ୍କା ପୁରସ୍କାର ପାଇଥିଲେ। ପ୍ୟାନେଲ ଆଲୋଚନା କାର୍ଯ୍ୟକ୍ରମରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିପରି ପଶ୍ଚିମବଙ୍ଗରେ NSS ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଡିବେଟ୍ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର