ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ, ଟପ୍-୧୦ରେ ୭ ଝିଅ

The Sakala Picture
Published On

କଟକ : ପ୍ରକାଶ ପାଇଛି ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ। ଆଜି ଓପିଏସସି ପକ୍ଷରୁ ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ୨୦୨୦ ବର୍ଷରେ ମୋଟ୍‌ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୯୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଜଣ ମହିଳା ରହିଛନ୍ତି। ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳରେ ଟପ୍-୧୦ ତାଲିକାରେ ୭ ଜଣ ଝିଅ ଥିବାବେଳେ, ୩ ଜଣ ପୁଅ ଟପ୍-୧୦ ରାଙ୍କରେ ରହିଛନ୍ତି। ତେଜସ୍ୱିନୀ ବେହେରା ଓପିଏସସି […]

କଟକ : ପ୍ରକାଶ ପାଇଛି ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ। ଆଜି ଓପିଏସସି ପକ୍ଷରୁ ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ୨୦୨୦ ବର୍ଷରେ ମୋଟ୍‌ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୯୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଜଣ ମହିଳା ରହିଛନ୍ତି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ୫୦,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ଆହୁରି ପଢ଼ନ୍ତୁ: ଟଙ୍କା ପାଇଁ ବ୍ୟାଙ୍କରେ କଙ୍କାଳ ରଖିବା ଘଟଣା: ଜିତୁ ମୁଣ୍ଡାଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳରେ ଟପ୍-୧୦ ତାଲିକାରେ ୭ ଜଣ ଝିଅ ଥିବାବେଳେ, ୩ ଜଣ ପୁଅ ଟପ୍-୧୦ ରାଙ୍କରେ ରହିଛନ୍ତି। ତେଜସ୍ୱିନୀ ବେହେରା ଓପିଏସସି ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେହିପରି ଶୁଭଙ୍କରୀ ସୁଦେସ୍ନା ଦାସ ଦ୍ବିତୀୟ, ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ ରହିଛନ୍ତି। ତେବେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ଲିଷ୍ଟ ଓପିଏସସି ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ ।

ଆହୁରି ପଢ଼ନ୍ତୁ: ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ୩ କର୍ମଚାରୀ ଆହତ

07 Oct 2022 By The Sakala

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ, ଟପ୍-୧୦ରେ ୭ ଝିଅ

କଟକ : ପ୍ରକାଶ ପାଇଛି ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ। ଆଜି ଓପିଏସସି ପକ୍ଷରୁ ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ୨୦୨୦ ବର୍ଷରେ ମୋଟ୍‌ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୯୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଜଣ ମହିଳା ରହିଛନ୍ତି।

୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳରେ ଟପ୍-୧୦ ତାଲିକାରେ ୭ ଜଣ ଝିଅ ଥିବାବେଳେ, ୩ ଜଣ ପୁଅ ଟପ୍-୧୦ ରାଙ୍କରେ ରହିଛନ୍ତି। ତେଜସ୍ୱିନୀ ବେହେରା ଓପିଏସସି ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେହିପରି ଶୁଭଙ୍କରୀ ସୁଦେସ୍ନା ଦାସ ଦ୍ବିତୀୟ, ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ ରହିଛନ୍ତି। ତେବେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ଲିଷ୍ଟ ଓପିଏସସି ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର