ଓଡ଼ିଶା ବିଧାନସଭା ରେଜଲ୍ଟ : ରାଉରକେଲାରେ ସାରଦା ଓ ପୁରୀରୁ ସୁନୀଲ ମହାନ୍ତି ବିଜୟୀ

The Sakala Picture
Published On

ଭୁବନେଶ୍ବର: ରାଉରକେଲା ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି।  ବିଜେଡି ପ୍ରାର୍ଥୀ  ସାରଦା ନାୟକ ବିଜୟୀ ହୋଇଛନ୍ତି। ପୁରୀ ବିଧାନସଭା ଆସନରେ ମଧ୍ୟ ବିଜେଡି ବିଜୟୀ ହୋଇଛି। ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ବିଜୟୀ ହୋଇଛନ୍ତି। ସେହିପରି ଖଡିଆଳ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

04 Jun 2024 By The Sakala

ଓଡ଼ିଶା ବିଧାନସଭା ରେଜଲ୍ଟ : ରାଉରକେଲାରେ ସାରଦା ଓ ପୁରୀରୁ ସୁନୀଲ ମହାନ୍ତି ବିଜୟୀ

ଭୁବନେଶ୍ବର: ରାଉରକେଲା ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି।  ବିଜେଡି ପ୍ରାର୍ଥୀ  ସାରଦା ନାୟକ ବିଜୟୀ ହୋଇଛନ୍ତି। ପୁରୀ ବିଧାନସଭା ଆସନରେ ମଧ୍ୟ ବିଜେଡି ବିଜୟୀ ହୋଇଛି। ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ବିଜୟୀ ହୋଇଛନ୍ତି। ସେହିପରି ଖଡିଆଳ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର