ଟ୍ରାକ୍ଟରକୁ ପିଟିଲା କାର୍‌, ଘଟଣା ସ୍ଥଳରେ ୪ମୃତ

The Sakala Picture
Published On

ନୂଆପଡ଼ା : ନୂଆପଡା ଖଡିଆଳରୁ ଭବାନୀପାଟଣା ରାସ୍ତାର ଲାଛିପୁର ଗାଁ ନିକଟରେ ଦୁର୍ଘଟଣା। ଟ୍ରାକ୍ଟରକୁ କାର ଧକ୍କା ଦେବାରୁ କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହାସହ ଟ୍ରାକ୍ଟରରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କାରଟି ଖଡିଆଳରୁ ତୁକୁଲା ପଟକୁ ଯାଉଥିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ମୃତକ ହେଲେ ଖଡିଆଳ ସହରର ଋଷୀ ସାହୁ, ଶୁଭମ୍ ମହାଉତି, ବଣ୍ଟି ସିଂ ଲାଲ ଓ […]

ନୂଆପଡ଼ା : ନୂଆପଡା ଖଡିଆଳରୁ ଭବାନୀପାଟଣା ରାସ୍ତାର ଲାଛିପୁର ଗାଁ ନିକଟରେ ଦୁର୍ଘଟଣା। ଟ୍ରାକ୍ଟରକୁ କାର ଧକ୍କା ଦେବାରୁ କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହାସହ ଟ୍ରାକ୍ଟରରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କାରଟି ଖଡିଆଳରୁ ତୁକୁଲା ପଟକୁ ଯାଉଥିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ମୃତକ ହେଲେ ଖଡିଆଳ ସହରର ଋଷୀ ସାହୁ, ଶୁଭମ୍ ମହାଉତି, ବଣ୍ଟି ସିଂ ଲାଲ ଓ ଗୁଡୁ। ପୋଲିସ ଘଟଣାର ତଦନ୍ତ କରୁଛି।

17 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର