କରୋନା ପାଇଁ ବନ୍ଦ ହେଲା ନୂଆପଡ଼ା -ଛତିଶଗଡ଼ ବସ୍ ଚଳାଚଳ

The Sakala Picture
Published On

ନୂଆପଡ଼ା: ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି । ପଡୋଶୀ ରାଜ୍ୟକୁ ବସ ଚଳାଚଳ ବନ୍ଦ କଲା ଜିଲ୍ଲା ପ୍ରଶାସନ। ନୂଆପଡାରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କରାଯାଇଛି। ନୂଆପଡାରେ ଲୋକମାନେ ସପିଂ କରିବାକୁ ଛତିଶଗଡ଼ ଯାଉଛନ୍ତ । ଏବେ ଲୋକଙ୍କୁ ଛତିଶଗଡ଼ ଯିବାକୁ ମନାକରାଯାଇଛି। ନୂଆପଡାରୁ ଛତିଶଗଡ଼ ବସ ଚଳାଚଳ ବନ୍ଦ କରାଯାଇଛି। ମାଇକଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଶିକ୍ଷାନୁଷ୍ଠାନରେ […]

ନୂଆପଡ଼ା: ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି । ପଡୋଶୀ ରାଜ୍ୟକୁ ବସ ଚଳାଚଳ ବନ୍ଦ କଲା ଜିଲ୍ଲା ପ୍ରଶାସନ। ନୂଆପଡାରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କରାଯାଇଛି। ନୂଆପଡାରେ ଲୋକମାନେ ସପିଂ କରିବାକୁ ଛତିଶଗଡ଼ ଯାଉଛନ୍ତ । ଏବେ ଲୋକଙ୍କୁ ଛତିଶଗଡ଼ ଯିବାକୁ ମନାକରାଯାଇଛି। ନୂଆପଡାରୁ ଛତିଶଗଡ଼ ବସ ଚଳାଚଳ ବନ୍ଦ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଥମୁନି ଗ୍ୟାସ ସଙ୍କଟ: ଲମ୍ବା ଧାଡ଼ିରେ ଉପଭୋକ୍ତା, ବଢ଼ୁଛି ସାଧାରଣ ଲୋକଙ୍କ ଯନ୍ତ୍ରଣା

ମାଇକଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢୁଛି । ବାହାର ରାଜ୍ୟରୁ ଆସି ଏକତ୍ରିତ ହେବାରୁ ବଢୁଛି ସଂକ୍ରମଣ । ସୀମାନ୍ତ ଜିଲ୍ଲା ଉପରେ ତୀକ୍ଷ୍ନ ନଜର ରହିଛି। ସଂକ୍ରମଣ ବଢିଲେ କଣ୍ଟେନମେଣ୍ଟ ଜୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାର ଲକ୍ଷଣ ଦେଖାଦେଉଛି ସେମାନେ ସ୍ୱେଚ୍ଛାକୃତ ଭାବେ ଆସି ଟେଷ୍ଟିଂ କରିବାକୁ ପରାମର୍ଶ ଦିଆଯାଇଛି। ସ୍ଥିତିକୁ ଦେଖି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଆହୁରି ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଦଶମ ଶ୍ରେଣୀ ଛାତ୍ର ଥାନାରେ ଅଟକ

30 Mar 2021 By The Sakala

କରୋନା ପାଇଁ ବନ୍ଦ ହେଲା ନୂଆପଡ଼ା -ଛତିଶଗଡ଼ ବସ୍ ଚଳାଚଳ

ନୂଆପଡ଼ା: ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି । ପଡୋଶୀ ରାଜ୍ୟକୁ ବସ ଚଳାଚଳ ବନ୍ଦ କଲା ଜିଲ୍ଲା ପ୍ରଶାସନ। ନୂଆପଡାରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କରାଯାଇଛି। ନୂଆପଡାରେ ଲୋକମାନେ ସପିଂ କରିବାକୁ ଛତିଶଗଡ଼ ଯାଉଛନ୍ତ । ଏବେ ଲୋକଙ୍କୁ ଛତିଶଗଡ଼ ଯିବାକୁ ମନାକରାଯାଇଛି। ନୂଆପଡାରୁ ଛତିଶଗଡ଼ ବସ ଚଳାଚଳ ବନ୍ଦ କରାଯାଇଛି।

ମାଇକଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢୁଛି । ବାହାର ରାଜ୍ୟରୁ ଆସି ଏକତ୍ରିତ ହେବାରୁ ବଢୁଛି ସଂକ୍ରମଣ । ସୀମାନ୍ତ ଜିଲ୍ଲା ଉପରେ ତୀକ୍ଷ୍ନ ନଜର ରହିଛି। ସଂକ୍ରମଣ ବଢିଲେ କଣ୍ଟେନମେଣ୍ଟ ଜୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାର ଲକ୍ଷଣ ଦେଖାଦେଉଛି ସେମାନେ ସ୍ୱେଚ୍ଛାକୃତ ଭାବେ ଆସି ଟେଷ୍ଟିଂ କରିବାକୁ ପରାମର୍ଶ ଦିଆଯାଇଛି। ସ୍ଥିତିକୁ ଦେଖି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର