କୁଖ୍ୟାତ ବନ୍ଧୁକ ବେପାରୀ ଗିରଫ

The Sakala Picture
Published On

ଭୁବନେଶ୍ୱର : ଭରତପୁର ଥାନା ଅଞ୍ଚଳରେ ଆତଙ୍କରାଜ କରୁଥିବା ଜଣେ ବନ୍ଧୁକ ବେପାରୀକୁ ପୁଲିସ ଗିରଫ କରିଛି। ତା’ ଠାରୁ ବନ୍ଧୁକ ଓ ୩ଟି ଗୁଳି ଜବତ ହୋଇଛି। ତେବେ ସେ ରାଜଧାନୀରେ ବନ୍ଧୁକ ବେପାର କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିଲା। ଆଗକୁ ପୂଜା ଥିବାରୁ ବନ୍ଧୁକ ଦେଖାଇ ରଖ୍ ଦାଦାବଟି ଆଦାୟ କରିବା ଲାଗି ଯୋଜନା କରିଥିଲା। ଏପରିକି ରାଜ୍ୟ ବାହାରୁ ବନ୍ଧୁକ ଅଣି ଏଠାରେ ବିକ୍ରି କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ଭରତପୁର […]

ଭୁବନେଶ୍ୱର : ଭରତପୁର ଥାନା ଅଞ୍ଚଳରେ ଆତଙ୍କରାଜ କରୁଥିବା ଜଣେ ବନ୍ଧୁକ ବେପାରୀକୁ ପୁଲିସ ଗିରଫ କରିଛି। ତା’ ଠାରୁ ବନ୍ଧୁକ ଓ ୩ଟି ଗୁଳି ଜବତ ହୋଇଛି। ତେବେ ସେ ରାଜଧାନୀରେ ବନ୍ଧୁକ ବେପାର କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିଲା। ଆଗକୁ ପୂଜା ଥିବାରୁ ବନ୍ଧୁକ ଦେଖାଇ ରଖ୍ ଦାଦାବଟି ଆଦାୟ କରିବା ଲାଗି ଯୋଜନା କରିଥିଲା। ଏପରିକି ରାଜ୍ୟ ବାହାରୁ ବନ୍ଧୁକ ଅଣି ଏଠାରେ ବିକ୍ରି କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ଭରତପୁର ଥାନା ଅଞ୍ଚଳରେ ବନ୍ଧୁକ ଦେଖାଇ ଲୁଟ୍‌ପାଟ କରିବା ଲାଗି ଯୋଜନା କରୁଥିବା ବେଳେ ପୁଲିସ ମାଡ଼ି ବସିଥିଲା । ତା’ ଠାରୁ ବନ୍ଧୁକ ଓ ଗୁଳି ଜବତ କରି ପଚରାଉଚରା କରୁଛି ।

ଆହୁରି ପଢ଼ନ୍ତୁ: ପୁଣି ଥାନାରେ ଥାର୍ଡ ଡିଗ୍ରି! ପୋଲିସର ନିସ୍ତୁକ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

22 Sep 2021 By The Sakala

କୁଖ୍ୟାତ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର : ଭରତପୁର ଥାନା ଅଞ୍ଚଳରେ ଆତଙ୍କରାଜ କରୁଥିବା ଜଣେ ବନ୍ଧୁକ ବେପାରୀକୁ ପୁଲିସ ଗିରଫ କରିଛି। ତା’ ଠାରୁ ବନ୍ଧୁକ ଓ ୩ଟି ଗୁଳି ଜବତ ହୋଇଛି। ତେବେ ସେ ରାଜଧାନୀରେ ବନ୍ଧୁକ ବେପାର କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିଲା। ଆଗକୁ ପୂଜା ଥିବାରୁ ବନ୍ଧୁକ ଦେଖାଇ ରଖ୍ ଦାଦାବଟି ଆଦାୟ କରିବା ଲାଗି ଯୋଜନା କରିଥିଲା। ଏପରିକି ରାଜ୍ୟ ବାହାରୁ ବନ୍ଧୁକ ଅଣି ଏଠାରେ ବିକ୍ରି କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ଭରତପୁର ଥାନା ଅଞ୍ଚଳରେ ବନ୍ଧୁକ ଦେଖାଇ ଲୁଟ୍‌ପାଟ କରିବା ଲାଗି ଯୋଜନା କରୁଥିବା ବେଳେ ପୁଲିସ ମାଡ଼ି ବସିଥିଲା । ତା’ ଠାରୁ ବନ୍ଧୁକ ଓ ଗୁଳି ଜବତ କରି ପଚରାଉଚରା କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର