ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଘର ଭିତରୁ ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ । ବିବାହର ୬ ମାସ ନପୁରୁଣୁ ଘରୁ ବାହାରିଲା ମୃତଦେହ । ଚନ୍ଦକା ଥାନା ଅଞ୍ଚଳରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ ଆଣିଲେ ଗର୍ଭପାତ ଓ ବଧୂହତ୍ୟା ଅଭିଯୋଗ। ମୃତ ମହିଳା ହେଲେ ଝରଣା ବେହେରା । ଗତ ମେ' ମାସରେ ଚନ୍ଦକା ଅଞ୍ଚଳର ମାନସ ବେହେରାଙ୍କୁ ବିବାହ କରିଥିଲେ । ଝିଅ ଗର୍ଭବତୀ ଥିବାରୁ ଗର୍ଭପାତ କରିବାକୁ ବାଧ୍ୟ କରୁଥିଲେ ।  ଝିଅ ମନା କରିବାରୁ ମିଛ କହି ଗର୍ଭ ନିରୋଧକ ମେଡିସିନି ଦେଇଥିଲେ । ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ବିଭିନ୍ନ କାରଣରୁ ତାଙ୍କୁ  ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପା । ଗତକାଲି ରାତିରେ ଝିଅର ମୃତ୍ୟୁ ହୋଇଥିବା ନେଇ ଫୋନ ପାଇଥିଲେ ବାପ ଘର ଲୋକେ । ଘଟଣା ପରଠୁ ଝରଣାଙ୍କ ସ୍ୱାମୀ ଫେରାର ଅଛନ୍ତି । ସ୍ୱାମୀଙ୍କ ପରକିୟା ପ୍ରୀତି ଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

03 Nov 2025 By Madhusudan Das

ଘର ଭିତରୁ ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ । ବିବାହର ୬ ମାସ ନପୁରୁଣୁ ଘରୁ ବାହାରିଲା ମୃତଦେହ । ଚନ୍ଦକା ଥାନା ଅଞ୍ଚଳରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ ଆଣିଲେ ଗର୍ଭପାତ ଓ ବଧୂହତ୍ୟା ଅଭିଯୋଗ। ମୃତ ମହିଳା ହେଲେ ଝରଣା ବେହେରା । ଗତ ମେ' ମାସରେ ଚନ୍ଦକା ଅଞ୍ଚଳର ମାନସ ବେହେରାଙ୍କୁ ବିବାହ କରିଥିଲେ । ଝିଅ ଗର୍ଭବତୀ ଥିବାରୁ ଗର୍ଭପାତ କରିବାକୁ ବାଧ୍ୟ କରୁଥିଲେ ।  ଝିଅ ମନା କରିବାରୁ ମିଛ କହି ଗର୍ଭ ନିରୋଧକ ମେଡିସିନି ଦେଇଥିଲେ । ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ବିଭିନ୍ନ କାରଣରୁ ତାଙ୍କୁ  ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପା । ଗତକାଲି ରାତିରେ ଝିଅର ମୃତ୍ୟୁ ହୋଇଥିବା ନେଇ ଫୋନ ପାଇଥିଲେ ବାପ ଘର ଲୋକେ । ଘଟଣା ପରଠୁ ଝରଣାଙ୍କ ସ୍ୱାମୀ ଫେରାର ଅଛନ୍ତି । ସ୍ୱାମୀଙ୍କ ପରକିୟା ପ୍ରୀତି ଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ସୂଚନା ମିଳିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର