ଦୂର ହେବେ ଦୀର୍ଘ ଦିନର ସମସ୍ୟା, ଆଜି ଉଦଘାଟିତ ହେବ ବହୁ ପ୍ରତିକ୍ଷିତ କୁସୁମୀ ବ୍ୟାରେଜ
ନୟାଗଡ: ଚାଷୀଙ୍କ ମୁହଁରେ ହସ। ଦୂର ହେବେ ଦୀର୍ଘ ଦିନର ସମସ୍ୟା । ଆଜି ଉଦଘାଟିତ ହେବ ସୁନାଲଟି ଠାରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷିତ କୁସୁମୀ ବ୍ୟାରେଜ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ପ୍ରକଳ୍ପ ଦ୍ବାରା ନୟାଗଡ଼ ,ଖଣ୍ଡପଡା ଭାପୁର, ଏବଂ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକର ୧୩ ହଜାର ୭ ଶହ ୪୫ ହେକ୍ଟର ଚାଷ ଜମି ଜଳ ସେଚିତ ହେବ। ପ୍ରକଳ୍ପ ପାଇଁ ୩ଶହ ୨୯ କୋଟି ଟଙ୍କାରେ […]
ନୟାଗଡ: ଚାଷୀଙ୍କ ମୁହଁରେ ହସ। ଦୂର ହେବେ ଦୀର୍ଘ ଦିନର ସମସ୍ୟା । ଆଜି ଉଦଘାଟିତ ହେବ ସୁନାଲଟି ଠାରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷିତ କୁସୁମୀ ବ୍ୟାରେଜ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ପ୍ରକଳ୍ପ ଦ୍ବାରା ନୟାଗଡ଼ ,ଖଣ୍ଡପଡା ଭାପୁର, ଏବଂ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକର ୧୩ ହଜାର ୭ ଶହ ୪୫ ହେକ୍ଟର ଚାଷ ଜମି ଜଳ ସେଚିତ ହେବ। ପ୍ରକଳ୍ପ ପାଇଁ ୩ଶହ ୨୯ କୋଟି ଟଙ୍କାରେ ନିର୍ମାଣ ହୋଇଛି ବ୍ୟାରେଜ ।
ଉଠା ଜଳ ସେଚନ ମାଧ୍ୟମରେ ରଣପୁର ଏବଂ ନୟାଗଡ଼ ବ୍ଲକର ଉଚ୍ଚ ସ୍ଥାନରେ ଥିବା ହଜାରେ ହେକ୍ଟର ଜମିକୁ ଜଳ ସେଚନର ସୁବିଧା ଯୋଗାଇ ଦିଆଯିବ। ଭୂତଳ ପାଇପ ଲାଇନ କେନାଲ ମାଧ୍ୟମରେ ଚାଷ ଜମିକୁ ପାଣି ମାଡିବ। ପାଇପ ଲାଇନ କାମ ପାଇଁ ଖଉଉ କମ୍ପାନୀ ସହ ରାଜ୍ୟ ସରକାରଙ୍କର ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା ।
ସ୍ଥାନୀୟ ଅଞ୍ଚଳର ମରୁଡି ସମସ୍ୟା ଦୂର ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁସୁମୀ ବ୍ୟାରେଜ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୧୯ ମସିହାରେ ଏହାର କାମ ଆରମ୍ଭ ହୋଇଥିଲା। ବ୍ୟାରେଜରୁ ପାଣି ନିଷ୍କାସନ ପାଇଁ ନିର୍ମାଣ ହୋଇଛି ୮ଟି ସ୍କୁଇଜ ଗେଟ। ଜମିକୁ ଜଳ ଯୋଗାଣ ପାଇଁ ବ୍ୟାରେଜରୁ କେନାଲ ପରିବର୍ତ୍ତେ ହୋମ ପାଇପର ବ୍ୟବସ୍ଥା ରହିଛି।