ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ: ଗିରଫ ହେଲେ ୩ କୁଖ୍ୟାତ ଡକାୟତ, ୨ଟି ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଜବତ

The Sakala Picture
Published On

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ। ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ।  ୩ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ସହିଦନଗର ଥାନା ପୁଲିସ । ଅଭିଯୁକ୍ତ ହେଲେ ଗଞ୍ଜାମର ରଞ୍ଜନ କୁମାର ନାୟକ, ନୟାଗଡ଼ ଓଡଗାଁର ମୁକେଶ ସାହୁ ଓ ଲିଙ୍ଗରାଜ ଥାନା ଅଞ୍ଚଳର ଅରୁଣଜିତ୍ ନାୟକ । ସେମାନଙ୍କ ଠାରୁ ୨ ବନ୍ଧୁକ, ବୁଲେଟ , ସ୍କୁଟି , ୭ ରାଉଣ୍ଡ ଗୁଳି ଜବତ୍ ହୋଇଛି। ସହିଦନଗର ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ଯୋଜନା […]

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ। ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ।  ୩ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ସହିଦନଗର ଥାନା ପୁଲିସ । ଅଭିଯୁକ୍ତ ହେଲେ ଗଞ୍ଜାମର ରଞ୍ଜନ କୁମାର ନାୟକ, ନୟାଗଡ଼ ଓଡଗାଁର ମୁକେଶ ସାହୁ ଓ ଲିଙ୍ଗରାଜ ଥାନା ଅଞ୍ଚଳର ଅରୁଣଜିତ୍ ନାୟକ । ସେମାନଙ୍କ ଠାରୁ ୨ ବନ୍ଧୁକ, ବୁଲେଟ , ସ୍କୁଟି , ୭ ରାଉଣ୍ଡ ଗୁଳି ଜବତ୍ ହୋଇଛି। ସହିଦନଗର ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯୋଜନା ମୁତାବାକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଆବଶ୍ୟକ ପଡିଲେ ୩ ଜଣ ଅପରାଧୀଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରାଯିବ ବୋଲି  ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଯଦି ପାର୍ବଣରେ ଦାଦା ବଟି ମାଗାଯାଏ ଉକ୍ତ ବ୍ଯକ୍ତିଙ୍କ ଉପରେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

29 Aug 2022 By The Sakala

ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ: ଗିରଫ ହେଲେ ୩ କୁଖ୍ୟାତ ଡକାୟତ, ୨ଟି ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ। ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ।  ୩ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ସହିଦନଗର ଥାନା ପୁଲିସ । ଅଭିଯୁକ୍ତ ହେଲେ ଗଞ୍ଜାମର ରଞ୍ଜନ କୁମାର ନାୟକ, ନୟାଗଡ଼ ଓଡଗାଁର ମୁକେଶ ସାହୁ ଓ ଲିଙ୍ଗରାଜ ଥାନା ଅଞ୍ଚଳର ଅରୁଣଜିତ୍ ନାୟକ । ସେମାନଙ୍କ ଠାରୁ ୨ ବନ୍ଧୁକ, ବୁଲେଟ , ସ୍କୁଟି , ୭ ରାଉଣ୍ଡ ଗୁଳି ଜବତ୍ ହୋଇଛି। ସହିଦନଗର ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯୋଜନା ମୁତାବାକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଆବଶ୍ୟକ ପଡିଲେ ୩ ଜଣ ଅପରାଧୀଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରାଯିବ ବୋଲି  ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଯଦି ପାର୍ବଣରେ ଦାଦା ବଟି ମାଗାଯାଏ ଉକ୍ତ ବ୍ଯକ୍ତିଙ୍କ ଉପରେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର