ଆଉ କିଛି ସମୟ ପରେ ଶପଥ ନେବେ ନବୀନଙ୍କ ନୂଆ ବ୍ରିଗେଡ୍‌ : ୫ ମହିଳାଙ୍କ ସମେତ ଶପଥ ନେବେ ୨୧ ଜଣ ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ପ୍ରଥମ ଥର ପାଇଁ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ଆଜି ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ। ଚଳିତ ଥର ନୂଆ ମନ୍ତ୍ରିମଣ୍ଡଳରେ ୨୦ ବଦଳରେ ୨୧ ଜଣ ମନ୍ତ୍ରୀ ଶପଥ ନେବେ। ତେବେ ଏଥର ଯୁବକ, ମହିଳା ତଥା ତୃଣମୂଳସ୍ତରରେ ସଂଗଠନ ସହ ଜଡିତ ଥିବା ନେତାଙ୍କୁ ନବୀନ ନିଜ […]

ଭୁବନେଶ୍ବର : ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ପ୍ରଥମ ଥର ପାଇଁ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ଆଜି ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ। ଚଳିତ ଥର ନୂଆ ମନ୍ତ୍ରିମଣ୍ଡଳରେ ୨୦ ବଦଳରେ ୨୧ ଜଣ ମନ୍ତ୍ରୀ ଶପଥ ନେବେ। ତେବେ ଏଥର ଯୁବକ, ମହିଳା ତଥା ତୃଣମୂଳସ୍ତରରେ ସଂଗଠନ ସହ ଜଡିତ ଥିବା ନେତାଙ୍କୁ ନବୀନ ନିଜ ନୂଆଟିମରେ ସାମିଲ କରିଛନ୍ତି। ଏଥିସହ କିଛି ପୁରୁଣା ମନ୍ତ୍ରୀ ସ୍ଥାନ ବଜାୟ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ ଓ ଡିଜେଲର ଅସ୍ୱାଭାବିକ ଦରବୃଦ୍ଧି: ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଜୋରଦାର ବିକ୍ଷୋଭ

ଆଉ କିଛି ସମୟ ପରେ ଶପଥ ନେବେ ନବୀନଙ୍କ ନୂଆ ଟିମ୍ । ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ  ଲୋକସେବା ଭବନର କନଭେସନ ହଲରେ ପହଞ୍ଚୁଛନ୍ତି ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବିଧାୟକ। ଆଜି ୧୩ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ । ୨୧ ଜଣିଆ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ମନ୍ତ୍ରୀମାନେ କନଭେସନ ହଲରେ ପହଞ୍ଚୁଛନ୍ତି ।

ଆହୁରି ପଢ଼ନ୍ତୁ: ଇନ୍ଫୋଭ୍ୟାଲି ନିକଟ କାଜୁ ବଣ ଭିତରେ ଯୁବକଙ୍କ ମୃତଦେହ ମିଳିବା ଘଟଣା: 'ମୁହଁରେ ଲାଗିଥିବା ବାଲି ଦେଲା ହତ୍ୟାର ସୁରାକ...'

ଲୋକସେବା ଭବନର କନଭେନସନ୍ ହଲରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଆଜି ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେଇ ପାଇପାରନ୍ତି ବୋଲି ସୂଚନା ମିଳିଛି। ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି। ଏହି ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବ। ଏମାନଙ୍କ ଭିତରୁ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ ବୋଲି ଜଣାଯାଇଛି।

ଆହୁରି ପଢ଼ନ୍ତୁ: ମଦ ଦୋକାନ ଲାଇସେନ୍ସ ଲାଗି ଲଟେରୀ ଉଠାଣ: ଆଖିରେ ପଟି ବାନ୍ଧି ଚିର୍‌କୁଟ୍ ଉଠାଇ‌‌ଲେ ଜିଲ୍ଲାପାଳ

ଶପଥ ନେବାକୁ ଥିବା ମନ୍ତ୍ରୀମାନେ ହେଲେ –

୧-ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ,

୨- ଆଳି ବିଧାୟକ ପ୍ରତାପ ଦେବ

୩- ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ

୪- ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ

୫- ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି

୬- ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ

୭- ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର

୮- ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ

୯ -ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ

୧୦- ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

୧୧- ଝାରସୁଗୁଡା ବିଧାୟକ ନବକିଶୋର ଦାଶ

୧୨- ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୧୩- ଏକାମ୍ର ବିଧାୟକ ଅଶୋକ ପଣ୍ଡା

୧୪- ବୌଦ୍ଧ ବିଧାୟକ ପ୍ରଦୀପ ଅମାତ

୧୫- ବିଜେପୁର ବିଧାୟିକା ରୀତା ସାହୁ

୧୬- ଚିକିଟି ବିଧାୟିକା ଉଷା ଦେବୀ

୧୭- ପ୍ରଫୁଲ କୁମାର ମଲ୍ଲୀକ

୧୮- ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ

୧୯- ସୁକିନ୍ଦା ବିଧାୟକ ପ୍ରିତୀ ରଞ୍ଜନ ଘଡ଼ାଇ

୨୦- କାକଟପୁର ବିଧାୟକ ତୁଷାରକାନ୍ତି ବେହେରା

୨୧- କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ

05 Jun 2022 By The Sakala

ଆଉ କିଛି ସମୟ ପରେ ଶପଥ ନେବେ ନବୀନଙ୍କ ନୂଆ ବ୍ରିଗେଡ୍‌ : ୫ ମହିଳାଙ୍କ ସମେତ ଶପଥ ନେବେ ୨୧ ଜଣ ମନ୍ତ୍ରୀ

ଭୁବନେଶ୍ବର : ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ପ୍ରଥମ ଥର ପାଇଁ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ଆଜି ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ। ଚଳିତ ଥର ନୂଆ ମନ୍ତ୍ରିମଣ୍ଡଳରେ ୨୦ ବଦଳରେ ୨୧ ଜଣ ମନ୍ତ୍ରୀ ଶପଥ ନେବେ। ତେବେ ଏଥର ଯୁବକ, ମହିଳା ତଥା ତୃଣମୂଳସ୍ତରରେ ସଂଗଠନ ସହ ଜଡିତ ଥିବା ନେତାଙ୍କୁ ନବୀନ ନିଜ ନୂଆଟିମରେ ସାମିଲ କରିଛନ୍ତି। ଏଥିସହ କିଛି ପୁରୁଣା ମନ୍ତ୍ରୀ ସ୍ଥାନ ବଜାୟ ରଖିଛନ୍ତି ।

ଆଉ କିଛି ସମୟ ପରେ ଶପଥ ନେବେ ନବୀନଙ୍କ ନୂଆ ଟିମ୍ । ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ  ଲୋକସେବା ଭବନର କନଭେସନ ହଲରେ ପହଞ୍ଚୁଛନ୍ତି ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବିଧାୟକ। ଆଜି ୧୩ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ । ୨୧ ଜଣିଆ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ମନ୍ତ୍ରୀମାନେ କନଭେସନ ହଲରେ ପହଞ୍ଚୁଛନ୍ତି ।

ଲୋକସେବା ଭବନର କନଭେନସନ୍ ହଲରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଆଜି ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେଇ ପାଇପାରନ୍ତି ବୋଲି ସୂଚନା ମିଳିଛି। ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି। ଏହି ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବ। ଏମାନଙ୍କ ଭିତରୁ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ ବୋଲି ଜଣାଯାଇଛି।

ଶପଥ ନେବାକୁ ଥିବା ମନ୍ତ୍ରୀମାନେ ହେଲେ –

୧-ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ,

୨- ଆଳି ବିଧାୟକ ପ୍ରତାପ ଦେବ

୩- ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ

୪- ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ

୫- ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି

୬- ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ

୭- ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର

୮- ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ

୯ -ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ

୧୦- ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

୧୧- ଝାରସୁଗୁଡା ବିଧାୟକ ନବକିଶୋର ଦାଶ

୧୨- ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୧୩- ଏକାମ୍ର ବିଧାୟକ ଅଶୋକ ପଣ୍ଡା

୧୪- ବୌଦ୍ଧ ବିଧାୟକ ପ୍ରଦୀପ ଅମାତ

୧୫- ବିଜେପୁର ବିଧାୟିକା ରୀତା ସାହୁ

୧୬- ଚିକିଟି ବିଧାୟିକା ଉଷା ଦେବୀ

୧୭- ପ୍ରଫୁଲ କୁମାର ମଲ୍ଲୀକ

୧୮- ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ

୧୯- ସୁକିନ୍ଦା ବିଧାୟକ ପ୍ରିତୀ ରଞ୍ଜନ ଘଡ଼ାଇ

୨୦- କାକଟପୁର ବିଧାୟକ ତୁଷାରକାନ୍ତି ବେହେରା

୨୧- କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର