କେନ୍ଦୁଝର ଜିଲ୍ଲା ପାଇଁ ଖୁସି ଖବର: କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ ସିଟରେ ନାମଲେଖା ପାଇଁ ମିଳିଲା ଅନୁମତି

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କ ପାଇଁ ଖୁସି ଖବର ମିଳିଛି। ବହୁ ଦିନର ଆପେକ୍ଷାର ଅନ୍ତ ଘଟିଛି। କେନ୍ଦୁଝର ଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୦୨୩ ବର୍ଷରୁ ନାମଲେଖା ନିମନ୍ତେ ନେସନାଲ ମେଡିକାଲ କମିଶନର ମେଡିକାଲ ଆସେଶମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ(ଏମ ଏ ଆର ବି) ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଅନୁମତି ପତ୍ର ଦିଆଯାଇଛି। ନେଶନାଲ ମେଡ଼ିକାଲ କମିଶନ ପତ୍ର ସଂଖ୍ୟା ଏନ ଏମ ସି/ୟୁଜି/୨୦୨୨/୦୦୦୧୩୭/୦୩୨୧୧୭ ତା-୨୩.୮.୨୦୨୨ ଏହି ଅନୁମତି ପ୍ରଦାନ କରାଯାଇଛି। […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କ ପାଇଁ ଖୁସି ଖବର ମିଳିଛି। ବହୁ ଦିନର ଆପେକ୍ଷାର ଅନ୍ତ ଘଟିଛି। କେନ୍ଦୁଝର ଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୦୨୩ ବର୍ଷରୁ ନାମଲେଖା ନିମନ୍ତେ ନେସନାଲ ମେଡିକାଲ କମିଶନର ମେଡିକାଲ ଆସେଶମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ(ଏମ ଏ ଆର ବି) ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଅନୁମତି ପତ୍ର ଦିଆଯାଇଛି। ନେଶନାଲ ମେଡ଼ିକାଲ କମିଶନ ପତ୍ର ସଂଖ୍ୟା ଏନ ଏମ ସି/ୟୁଜି/୨୦୨୨/୦୦୦୧୩୭/୦୩୨୧୧୭ ତା-୨୩.୮.୨୦୨୨ ଏହି ଅନୁମତି ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଏହି ଅନୁମତି ଅନୁସାରେ, ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ବୋଲି ଜଣାପଡିଛି। ଏହି କଥା ଜଣାପଡିବା ପରେ ଜିଲ୍ଲାରେ ଆନନ୍ଦ ଲହରୀ ଖେଳିଯାଇଛି। ସୂଚନା ଯୋଗ୍ୟ ଯେ ବହୁ ପତିକ୍ଷୀତ ସରକାରୀ ମେଡିକାଲ କଲେଜ କାମ ଦ୍ରୁତ ଗତିରେ ଚଳିଥିବାବେଳେ କାମ ଶେଷ ପର୍ଯ୍ଯାୟରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ପ୍ରକାଶ ଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାବେଳେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଏହା ନିର୍ମାଣ ହୋଇଛି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

23 Aug 2022 By The Sakala

କେନ୍ଦୁଝର ଜିଲ୍ଲା ପାଇଁ ଖୁସି ଖବର: କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ ସିଟରେ ନାମଲେଖା ପାଇଁ ମିଳିଲା ଅନୁମତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କ ପାଇଁ ଖୁସି ଖବର ମିଳିଛି। ବହୁ ଦିନର ଆପେକ୍ଷାର ଅନ୍ତ ଘଟିଛି। କେନ୍ଦୁଝର ଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୦୨୩ ବର୍ଷରୁ ନାମଲେଖା ନିମନ୍ତେ ନେସନାଲ ମେଡିକାଲ କମିଶନର ମେଡିକାଲ ଆସେଶମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ(ଏମ ଏ ଆର ବି) ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଅନୁମତି ପତ୍ର ଦିଆଯାଇଛି। ନେଶନାଲ ମେଡ଼ିକାଲ କମିଶନ ପତ୍ର ସଂଖ୍ୟା ଏନ ଏମ ସି/ୟୁଜି/୨୦୨୨/୦୦୦୧୩୭/୦୩୨୧୧୭ ତା-୨୩.୮.୨୦୨୨ ଏହି ଅନୁମତି ପ୍ରଦାନ କରାଯାଇଛି।

ଏହି ଅନୁମତି ଅନୁସାରେ, ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ବୋଲି ଜଣାପଡିଛି। ଏହି କଥା ଜଣାପଡିବା ପରେ ଜିଲ୍ଲାରେ ଆନନ୍ଦ ଲହରୀ ଖେଳିଯାଇଛି। ସୂଚନା ଯୋଗ୍ୟ ଯେ ବହୁ ପତିକ୍ଷୀତ ସରକାରୀ ମେଡିକାଲ କଲେଜ କାମ ଦ୍ରୁତ ଗତିରେ ଚଳିଥିବାବେଳେ କାମ ଶେଷ ପର୍ଯ୍ଯାୟରେ ପହଞ୍ଚିଛି।

ପ୍ରକାଶ ଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାବେଳେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଏହା ନିର୍ମାଣ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର