ଜଙ୍ଗଲରୁ ମିଳିଲା ଗତ ଗୁରୁବାରରୁ ନିଖୋଜ ଝିଅର ଉଲଗ୍ନ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

The Sakala Picture
Published On

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚାଲାନଗୁଡା ଜଙ୍ଗଲରୁ ଉଲଗ୍ନ ଅବସ୍ଥାରେ ଗଳିତ ଶବ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଚିଲିଗୁଡା ଗ୍ରାମର ସୁଭଦ୍ରା ଅମନାଟ୍ୟ ବୟସ ୧୮ ବର୍ଷ ଗତ ଗୁରୁବାର ଦିନ ଠାରୁ ନିଖୋଜ ରହିଥିବା ବେଳେ ଆଜି ଚଲାନ ଗୁଡା କାଜୁ ମିଲ ପଛପଟ ଜଙ୍ଗଲରୁ କ୍ଷତ ବିକ୍ଷତ ଉଲଗ୍ନ ଅବସ୍ଥାରେ ମୃତ ଶରୀରକୁ ଠାବ କରିଥିଲେ କିଛି କାଠ ଗୋଟାଳି। ଆଜି ସକାଳୁ କିଛି କାଠ ସଂଗ୍ରହ କରିବାକୁ […]

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚାଲାନଗୁଡା ଜଙ୍ଗଲରୁ ଉଲଗ୍ନ ଅବସ୍ଥାରେ ଗଳିତ ଶବ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଚିଲିଗୁଡା ଗ୍ରାମର ସୁଭଦ୍ରା ଅମନାଟ୍ୟ ବୟସ ୧୮ ବର୍ଷ ଗତ ଗୁରୁବାର ଦିନ ଠାରୁ ନିଖୋଜ ରହିଥିବା ବେଳେ ଆଜି ଚଲାନ ଗୁଡା କାଜୁ ମିଲ ପଛପଟ ଜଙ୍ଗଲରୁ କ୍ଷତ ବିକ୍ଷତ ଉଲଗ୍ନ ଅବସ୍ଥାରେ ମୃତ ଶରୀରକୁ ଠାବ କରିଥିଲେ କିଛି କାଠ ଗୋଟାଳି। ଆଜି ସକାଳୁ କିଛି କାଠ ସଂଗ୍ରହ କରିବାକୁ ଆସିଥିବା ଲୋକେ ସୁଭଦ୍ରାଙ୍କ ମୋବାଇଲ ଜଙ୍ଗଲ ମଧ୍ୟରେ ପଡିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ପରେ ଝିଅର ସମ୍ପର୍କୀୟ ବୋରିଗୁମ୍ମା ଥାନାକୁ ଖବର ଦେଇଥିଲେ।ବୋରିଗୁମ୍ମା ଥାନା ଅଧିକାରୀ ଖିରେଶ୍ଵର ସାହୁ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ।ଫୋରେନସିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।ସେପଟେ ପରିବାର ଲୋକେ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଝିଅର ମାଆ ଏବଂ ବାପା ସେମିଳିଗୁଡା ଅଞ୍ଚଳରେ ଇଟା ଭାଟିରେ କାମ କରୁଥିଲେ ଆଜି ଝିଅର ମୃତ୍ୟୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।ଫୋରେନସିକ ଟିମ ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଶବ ବ୍ୟବଚ୍ଛେଦ ପରେ ଘଟଣା ସାମ୍ନାକୁ ଆସିବ ବୋଲି SDPO ହରେକୃଷ୍ଣ ମାଝୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର: ନବୀନ

02 Jan 2022 By The Sakala

ଜଙ୍ଗଲରୁ ମିଳିଲା ଗତ ଗୁରୁବାରରୁ ନିଖୋଜ ଝିଅର ଉଲଗ୍ନ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚାଲାନଗୁଡା ଜଙ୍ଗଲରୁ ଉଲଗ୍ନ ଅବସ୍ଥାରେ ଗଳିତ ଶବ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଚିଲିଗୁଡା ଗ୍ରାମର ସୁଭଦ୍ରା ଅମନାଟ୍ୟ ବୟସ ୧୮ ବର୍ଷ ଗତ ଗୁରୁବାର ଦିନ ଠାରୁ ନିଖୋଜ ରହିଥିବା ବେଳେ ଆଜି ଚଲାନ ଗୁଡା କାଜୁ ମିଲ ପଛପଟ ଜଙ୍ଗଲରୁ କ୍ଷତ ବିକ୍ଷତ ଉଲଗ୍ନ ଅବସ୍ଥାରେ ମୃତ ଶରୀରକୁ ଠାବ କରିଥିଲେ କିଛି କାଠ ଗୋଟାଳି। ଆଜି ସକାଳୁ କିଛି କାଠ ସଂଗ୍ରହ କରିବାକୁ ଆସିଥିବା ଲୋକେ ସୁଭଦ୍ରାଙ୍କ ମୋବାଇଲ ଜଙ୍ଗଲ ମଧ୍ୟରେ ପଡିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ପରେ ଝିଅର ସମ୍ପର୍କୀୟ ବୋରିଗୁମ୍ମା ଥାନାକୁ ଖବର ଦେଇଥିଲେ।ବୋରିଗୁମ୍ମା ଥାନା ଅଧିକାରୀ ଖିରେଶ୍ଵର ସାହୁ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ।ଫୋରେନସିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।ସେପଟେ ପରିବାର ଲୋକେ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଝିଅର ମାଆ ଏବଂ ବାପା ସେମିଳିଗୁଡା ଅଞ୍ଚଳରେ ଇଟା ଭାଟିରେ କାମ କରୁଥିଲେ ଆଜି ଝିଅର ମୃତ୍ୟୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।ଫୋରେନସିକ ଟିମ ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଶବ ବ୍ୟବଚ୍ଛେଦ ପରେ ଘଟଣା ସାମ୍ନାକୁ ଆସିବ ବୋଲି SDPO ହରେକୃଷ୍ଣ ମାଝୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର