ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ-ନାତିଙ୍କ ମୃତ୍ଯୁ

The Sakala Picture
Published On

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ କାନାଗୁଡା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ ଓ ନାତିଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ ନାଁ  ଲବ ହରିଜନ  ହୋଇଥିବା ବେଳେ ନାତିଙ୍କ ନାଁ ୟସ ହରିଜନ। ସୂଚନା ଅନୁଯାୟୀ, ଜେଜେ ଲବ ଜମିରେ କାମ ସାରି ବଳଦ ଗୁଡିକୁ ଗାଧେଇ ଦେଇଥିଲେ। ପରେ ଜେଜେ ଓ ୯ ବର୍ଷର ନାତି ଗାଧଉଥିବା ସମୟରେ ପୋଖରୀ ପାଣିରେ ବୁଡି […]

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ କାନାଗୁଡା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ ଓ ନାତିଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ ନାଁ  ଲବ ହରିଜନ  ହୋଇଥିବା ବେଳେ ନାତିଙ୍କ ନାଁ ୟସ ହରିଜନ।

ସୂଚନା ଅନୁଯାୟୀ, ଜେଜେ ଲବ ଜମିରେ କାମ ସାରି ବଳଦ ଗୁଡିକୁ ଗାଧେଇ ଦେଇଥିଲେ। ପରେ ଜେଜେ ଓ ୯ ବର୍ଷର ନାତି ଗାଧଉଥିବା ସମୟରେ ପୋଖରୀ ପାଣିରେ ବୁଡି ଯାଇଥିଲେ। ସେ ପାଖ ଦେଇ ଯାଉଥିବା ଗାଁ ଲୋକ ଦେଖି କୋଷାଗୁମୁଡ଼ା ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଖବର ପଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଜେଜେ ଓ ନାତିକୁ ପାଣିରୁ ଉଦ୍ଧାର କରି କୋଷାଗୁମୁଡ଼ା ମେଡିକାଲ ନେଇଥିଲେ। ମେଡିକାଲ ନେବାପରେ ଡାକ୍ତର ଜେଜେ ଓ ନାତୀଙ୍କୁ ମୃତ ଘୋଷଣା କରିଥିଲେ।

31 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର