ରାଜଧାନୀ ଉପକଣ୍ଠରେ ମହିଳାଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଛୁରୀ ଭୁଷି ମହିଳାଙ୍କୁ ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ନାମ ସସ୍ମିତା ବେହେରା (୩୫) ବୋଲି ଜଣାପଡିଛି  । ପରିବାର ସହ କ୍ରିଷ୍ନାପୁରୀ କଲୋନୀରେ ରହୁଥିଲେ ମୃତ ମହିଳା । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଚନ୍ଦକା ପୁିଲସ ପହଞ୍ଚି ଛାନଭିନ ଚଳାଇଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । […]

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଛୁରୀ ଭୁଷି ମହିଳାଙ୍କୁ ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ନାମ ସସ୍ମିତା ବେହେରା (୩୫) ବୋଲି ଜଣାପଡିଛି  । ପରିବାର ସହ କ୍ରିଷ୍ନାପୁରୀ କଲୋନୀରେ ରହୁଥିଲେ ମୃତ ମହିଳା । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଚନ୍ଦକା ପୁିଲସ ପହଞ୍ଚି ଛାନଭିନ ଚଳାଇଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ହତ୍ୟା ନେଇ ସଠିକ୍‌ କାରଣ ଜଣାପଡିବ ବୋଲି ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

07 Nov 2023 By The Sakala

ରାଜଧାନୀ ଉପକଣ୍ଠରେ ମହିଳାଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଛୁରୀ ଭୁଷି ମହିଳାଙ୍କୁ ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ନାମ ସସ୍ମିତା ବେହେରା (୩୫) ବୋଲି ଜଣାପଡିଛି  । ପରିବାର ସହ କ୍ରିଷ୍ନାପୁରୀ କଲୋନୀରେ ରହୁଥିଲେ ମୃତ ମହିଳା । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଚନ୍ଦକା ପୁିଲସ ପହଞ୍ଚି ଛାନଭିନ ଚଳାଇଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ହତ୍ୟା ନେଇ ସଠିକ୍‌ କାରଣ ଜଣାପଡିବ ବୋଲି ଅନୁମାନ କରାଯାଉଛି ।

https://www.thesakala.in/latest-odisha-news/murder-case-in-gothapatna-near-bbsr/article-27083
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର