ବିଜେପି ପ୍ରଥମେ ମନଗଢ଼ା କାହାଣୀରୁ ବାହାରକୁ ଆସିବା ଦରକାର- ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରଞ୍ଚ ଟିମକୁ ସହାୟତା କରିବ FBI । ଘଟଣାର ମୂଳକୁ ଯିବା ପାଇଁ ଅଭିଯୁକ୍ତର ବିହେଭିୟରାଲ୍ ପରିବର୍ତ୍ତନ ଜାଣିବାକୁ ଏଫବିଆଇର ସହାୟତା ନିଆଯିବ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବା ପରେ ସାଂସଦ ମାନସ ମଙ୍ଗରାଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ୱିଟ କରି ସାଂସଦ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କାଦୁଅ ଫିଙ୍ଗା ରାଜନୀତି ଉପରେ ବିଜୟ ସଦୃଶ୍ୟ । So #Odisha Govt now seeks FBI’s help in […]
ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରଞ୍ଚ ଟିମକୁ ସହାୟତା କରିବ FBI । ଘଟଣାର ମୂଳକୁ ଯିବା ପାଇଁ ଅଭିଯୁକ୍ତର ବିହେଭିୟରାଲ୍ ପରିବର୍ତ୍ତନ ଜାଣିବାକୁ ଏଫବିଆଇର ସହାୟତା ନିଆଯିବ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବା ପରେ ସାଂସଦ ମାନସ ମଙ୍ଗରାଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ୱିଟ କରି ସାଂସଦ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କାଦୁଅ ଫିଙ୍ଗା ରାଜନୀତି ଉପରେ ବିଜୟ ସଦୃଶ୍ୟ ।
So #Odisha Govt now seeks FBI’s help in Health Minister murder probe.
ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କାThe message is loud & clear. Full, fair and open investigation in the case will win over dirty politics.
ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ— Manas Mangaraj (@manasrmangaraj) February 22, 2023
ଏଥିସହ ବିଜେପି ପ୍ରଥମେ ମନଗଢ଼ା କାହାଣୀରୁ ବାହାରକୁ ଆସିବା ଦରକାର ବୋଲି କହିଛନ୍ତି। ଜଣେ ପୁଲିସ କର୍ମଚାରୀଙ୍କ ଭୁଲ ପାଇଁ ସାରା ରାଜ୍ୟର ପୁଲିସ କର୍ମଚାରୀଙ୍କୁ ଦାୟୀ କରିବା ଠିକ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ କହିଥିବା ଉଲ୍ଲେଖ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ବିରୋଧି ଦଳ ନେତା ଏବଂ ବିରୋଧି ଦଳ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜନୀତିର ରଙ୍ଗ ବୋଳୁଛନ୍ତି । ଏମିତିକି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ଦେଇ ତାଙ୍କ ପରିବାରକୁ କଷ୍ଟ ନଦେବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ତଦନ୍ତ ସଠିକ ଦିଗରେ ଯାଉଛି । ରାଜ୍ୟ ପୁଲିସ ଏବଂ କ୍ରାଇମବ୍ରାଞ୍ଚ ଟିମ୍ ଉପରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି । ତେଣୁ ବିରୋଧି ଦଳ ଏହାକୁ ନେଇ ରାଜନୀତି ନକରିବାକୁ କହିଥିଲେ ଦୀପାଳି।
ବିଜେପି ପ୍ରଥମେ ମନଗଢ଼ା କାହାଣୀରୁ ବାହାରକୁ ଆସିବା ଦରକାର- ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରଞ୍ଚ ଟିମକୁ ସହାୟତା କରିବ FBI । ଘଟଣାର ମୂଳକୁ ଯିବା ପାଇଁ ଅଭିଯୁକ୍ତର ବିହେଭିୟରାଲ୍ ପରିବର୍ତ୍ତନ ଜାଣିବାକୁ ଏଫବିଆଇର ସହାୟତା ନିଆଯିବ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବା ପରେ ସାଂସଦ ମାନସ ମଙ୍ଗରାଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ୱିଟ କରି ସାଂସଦ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କାଦୁଅ ଫିଙ୍ଗା ରାଜନୀତି ଉପରେ ବିଜୟ ସଦୃଶ୍ୟ ।
So #Odisha Govt now seeks FBI’s help in Health Minister murder probe.
The message is loud & clear. Full, fair and open investigation in the case will win over dirty politics.
— Manas Mangaraj (@manasrmangaraj) February 22, 2023