ଗାଡି ସାଇଡ ମରାକୁ ନେଇ ହତ୍ଯା କାଣ୍ଡ: ବିଜେପି କର୍ମୀଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

The Sakala Picture
Published On

ଉଦଳା: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନୁଆସାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଡି ସାଇଡ ମରାକୁ ନେଇ ବିଚ ରାସ୍ତାରେ ବାଡେଇ ବାଡେଇ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କିରିଛନ୍ତି ୪ ଦୁର୍ବୃତ୍ତ।  ମୃତକ ହେଲେ ବିଜେପି ଯୁବ ମୋର୍ଚ୍ଚାର ବାଲେଶ୍ବର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ। ଉକ୍ତ ୪ ଦୁର୍ବୃତ୍ତ ନୁଆସାହି ସ୍ଥିତ ଶ୍ବଶୁର ଘର ନିକଟରେ ରଞ୍ଜିତଙ୍କୁ କାରରୁ ଟାଣି ଆଣି ପିଟିପିଟି ହତ୍ଯା କରିଛନ୍ତି। ଏ ନେଇ […]

ଉଦଳା: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନୁଆସାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଡି ସାଇଡ ମରାକୁ ନେଇ ବିଚ ରାସ୍ତାରେ ବାଡେଇ ବାଡେଇ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କିରିଛନ୍ତି ୪ ଦୁର୍ବୃତ୍ତ।  ମୃତକ ହେଲେ ବିଜେପି ଯୁବ ମୋର୍ଚ୍ଚାର ବାଲେଶ୍ବର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ। ଉକ୍ତ ୪ ଦୁର୍ବୃତ୍ତ ନୁଆସାହି ସ୍ଥିତ ଶ୍ବଶୁର ଘର ନିକଟରେ ରଞ୍ଜିତଙ୍କୁ କାରରୁ ଟାଣି ଆଣି ପିଟିପିଟି ହତ୍ଯା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ପରେ ୩ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏବେ ସୁଦ୍ଧା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି। ତେବେ କେବଳ ଗାଡି ସାଇଡ୍ ମରାକୁ ନେଇ ଏପରି ହତ୍ୟାକାଣ୍ଡ ହୋଇଛି ନା ନାହିଁ ସେଦିଗକୁ ମଧ୍ୟ ତଦନ୍ତ କରୁଛି ପୁଲିସ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

06 Jun 2021 By The Sakala

ଗାଡି ସାଇଡ ମରାକୁ ନେଇ ହତ୍ଯା କାଣ୍ଡ: ବିଜେପି କର୍ମୀଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଉଦଳା: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନୁଆସାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଡି ସାଇଡ ମରାକୁ ନେଇ ବିଚ ରାସ୍ତାରେ ବାଡେଇ ବାଡେଇ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କିରିଛନ୍ତି ୪ ଦୁର୍ବୃତ୍ତ।  ମୃତକ ହେଲେ ବିଜେପି ଯୁବ ମୋର୍ଚ୍ଚାର ବାଲେଶ୍ବର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ। ଉକ୍ତ ୪ ଦୁର୍ବୃତ୍ତ ନୁଆସାହି ସ୍ଥିତ ଶ୍ବଶୁର ଘର ନିକଟରେ ରଞ୍ଜିତଙ୍କୁ କାରରୁ ଟାଣି ଆଣି ପିଟିପିଟି ହତ୍ଯା କରିଛନ୍ତି।

ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ପରେ ୩ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏବେ ସୁଦ୍ଧା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି। ତେବେ କେବଳ ଗାଡି ସାଇଡ୍ ମରାକୁ ନେଇ ଏପରି ହତ୍ୟାକାଣ୍ଡ ହୋଇଛି ନା ନାହିଁ ସେଦିଗକୁ ମଧ୍ୟ ତଦନ୍ତ କରୁଛି ପୁଲିସ।

https://www.thesakala.in/latest-odisha-news/mayurbhanj/udala-news-bjp-leader-death-news/article-2723
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର