କାନ୍ଥ ଭାଙ୍ଗିଲେ ହାତୀ ପଲ, ଅଳ୍ପକେ ବର୍ତ୍ତିଗଲା ବାଳକ

The Sakala Picture
Published On

ଶୁକୃଳି: ହାତୀପଲଙ୍କ ଉତ୍ପାତ ବନ୍ଦ ହେବାର ନାମ ନେଉନି। କିଛିଦିନ ହେବ ହାତୀ ମାନେ ଘର ଭାଙ୍ଗି ଧାନ ,ଚାଉଳ ନଷ୍ଟ କରିବା ସହ ଧାନ ତଳିକୁ ମାଡି ଚକଟି ନଷ୍ଟ କରୁଛନ୍ତି । ତେବେ ଗତକାଲି ଏହି ହାତୀପଲ ସନ୍ଧ୍ୟାରେ ରରୁଆଁ ସେକ୍ଟର ୧୮ ଭଞ୍ଜବେଡା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଗତକାଲି ବିଳମ୍ବିତ ରାତିରେ ଶୁକୃଳି ବ୍ଲକ କୁଜିଆମ୍ ଠାରେ ପହଞ୍ଚି ଲୋକେ ଶୋଇଥିବା ସମୟରେ ସେମାନେ ଗାଁରେ ପଶି ଅନେକ କ୍ଷୟକ୍ଷତି ଘଟାଇଛନ୍ତି […]

ଶୁକୃଳି: ହାତୀପଲଙ୍କ ଉତ୍ପାତ ବନ୍ଦ ହେବାର ନାମ ନେଉନି। କିଛିଦିନ ହେବ ହାତୀ ମାନେ ଘର ଭାଙ୍ଗି ଧାନ ,ଚାଉଳ ନଷ୍ଟ କରିବା ସହ ଧାନ ତଳିକୁ ମାଡି ଚକଟି ନଷ୍ଟ କରୁଛନ୍ତି । ତେବେ ଗତକାଲି ଏହି ହାତୀପଲ ସନ୍ଧ୍ୟାରେ ରରୁଆଁ ସେକ୍ଟର ୧୮ ଭଞ୍ଜବେଡା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଗତକାଲି ବିଳମ୍ବିତ ରାତିରେ ଶୁକୃଳି ବ୍ଲକ କୁଜିଆମ୍ ଠାରେ ପହଞ୍ଚି ଲୋକେ ଶୋଇଥିବା ସମୟରେ ସେମାନେ ଗାଁରେ ପଶି ଅନେକ କ୍ଷୟକ୍ଷତି ଘଟାଇଛନ୍ତି । ହାତୀ ମାନେ ଘର ଭାଙ୍ଗିବା ଦ୍ବାରା ଘର କାନ୍ଥ ଭାଙ୍ଗି ପଡ଼ିଯାଇଥିଲା। ଶୋଇଥିବା ରଶ୍ମି ରଞ୍ଜନ ନାଏକ ଏକ ବାଳକ ଅଳ୍ପକେ ବର୍ତ୍ତିଯାଇଛି। ତାର ଚିତ୍କାର ଶୁଣି ଅନ୍ୟ ଘରେ ଶୋଇଥିବା ବାପା -ମାଆ ଦଉଡ଼ି ଆସି କାନ୍ଥ ତଳେ ଚାପିହୋଇ ଥିବା ଦେଖି ଉଦ୍ଧାର କରିଥିଲେ। ହାତୀ ପଲକୁ ଘଉଡାଇବା କାର୍ଯ୍ଯରେ ବନ ବିଭାଗର ଚେଷ୍ଟା ଜାରି ରଖିଥିଲେ ହେଁ ବିଫଳ ହେଉଛି। ହାତୀ ପଲ ଏହି ଅଞ୍ଚଳ ଛାଡ଼ି ଯାଉ ନ ଥିବାରୁ ଏହା ଜଙ୍ଗଲ ବିଭାଗର ମୁଣ୍ଡ ବଥାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

15 Jul 2021 By The Sakala

କାନ୍ଥ ଭାଙ୍ଗିଲେ ହାତୀ ପଲ, ଅଳ୍ପକେ ବର୍ତ୍ତିଗଲା ବାଳକ

ଶୁକୃଳି: ହାତୀପଲଙ୍କ ଉତ୍ପାତ ବନ୍ଦ ହେବାର ନାମ ନେଉନି। କିଛିଦିନ ହେବ ହାତୀ ମାନେ ଘର ଭାଙ୍ଗି ଧାନ ,ଚାଉଳ ନଷ୍ଟ କରିବା ସହ ଧାନ ତଳିକୁ ମାଡି ଚକଟି ନଷ୍ଟ କରୁଛନ୍ତି । ତେବେ ଗତକାଲି ଏହି ହାତୀପଲ ସନ୍ଧ୍ୟାରେ ରରୁଆଁ ସେକ୍ଟର ୧୮ ଭଞ୍ଜବେଡା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଗତକାଲି ବିଳମ୍ବିତ ରାତିରେ ଶୁକୃଳି ବ୍ଲକ କୁଜିଆମ୍ ଠାରେ ପହଞ୍ଚି ଲୋକେ ଶୋଇଥିବା ସମୟରେ ସେମାନେ ଗାଁରେ ପଶି ଅନେକ କ୍ଷୟକ୍ଷତି ଘଟାଇଛନ୍ତି । ହାତୀ ମାନେ ଘର ଭାଙ୍ଗିବା ଦ୍ବାରା ଘର କାନ୍ଥ ଭାଙ୍ଗି ପଡ଼ିଯାଇଥିଲା। ଶୋଇଥିବା ରଶ୍ମି ରଞ୍ଜନ ନାଏକ ଏକ ବାଳକ ଅଳ୍ପକେ ବର୍ତ୍ତିଯାଇଛି। ତାର ଚିତ୍କାର ଶୁଣି ଅନ୍ୟ ଘରେ ଶୋଇଥିବା ବାପା -ମାଆ ଦଉଡ଼ି ଆସି କାନ୍ଥ ତଳେ ଚାପିହୋଇ ଥିବା ଦେଖି ଉଦ୍ଧାର କରିଥିଲେ। ହାତୀ ପଲକୁ ଘଉଡାଇବା କାର୍ଯ୍ଯରେ ବନ ବିଭାଗର ଚେଷ୍ଟା ଜାରି ରଖିଥିଲେ ହେଁ ବିଫଳ ହେଉଛି। ହାତୀ ପଲ ଏହି ଅଞ୍ଚଳ ଛାଡ଼ି ଯାଉ ନ ଥିବାରୁ ଏହା ଜଙ୍ଗଲ ବିଭାଗର ମୁଣ୍ଡ ବଥାର କାରଣ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର