ନୃଶଂସ ନାତି; ଗୋଡ଼ାଇ ଗୋଡ଼ାଇ ନିଜ ଆଈକୁ ଟାଙ୍ଗିଆରେ ହାଣି ଦେଲା ନାତି

The Sakala Picture
Published On

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା କୂଳିଅଣା ଥାନା ଅଞ୍ଚଳରେ ନାତିର ଟାଙ୍ଗିଆ ଚୋଟରେ ଆଇର ମୃତ୍ୟୁ । ମାନସିକ ଭାରସାମ୍ୟ ହରାଇ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ନିଜ ଆଇକୁ ହାଣି ହତ୍ୟା କରିଛି ନାତି, ଖାଲି ଆଇକୁ ହାଣିଲାନି ବରଂ ଆଖି ସାମ୍ନାରେ ଯିଏ ଆସିଲା ତାହାକୁ ଟାଙ୍ଗିଆ ଧରି ଗୋଡ଼ାଇଲା । ପ୍ରାୟ ଏକ ଘଣ୍ଟା ଧରି ଆତଙ୍କ ଜୋମଇଲା ଜଣେ ଯୁବକ ଆଉ ଟାଙ୍ଗିଆ ଚୋଟରେ ନିଜ ଆଇ ସହ ଗୋଟିଏ ଛେଳିକୁ ମଧ୍ୟ ହାଣି […]

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା କୂଳିଅଣା ଥାନା ଅଞ୍ଚଳରେ ନାତିର ଟାଙ୍ଗିଆ ଚୋଟରେ ଆଇର ମୃତ୍ୟୁ । ମାନସିକ ଭାରସାମ୍ୟ ହରାଇ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ନିଜ ଆଇକୁ ହାଣି ହତ୍ୟା କରିଛି ନାତି, ଖାଲି ଆଇକୁ ହାଣିଲାନି ବରଂ ଆଖି ସାମ୍ନାରେ ଯିଏ ଆସିଲା ତାହାକୁ ଟାଙ୍ଗିଆ ଧରି ଗୋଡ଼ାଇଲା । ପ୍ରାୟ ଏକ ଘଣ୍ଟା ଧରି ଆତଙ୍କ ଜୋମଇଲା ଜଣେ ଯୁବକ ଆଉ ଟାଙ୍ଗିଆ ଚୋଟରେ ନିଜ ଆଇ ସହ ଗୋଟିଏ ଛେଳିକୁ ମଧ୍ୟ ହାଣି ହତ୍ୟା କଲା। ଭୟଭୀତ ଗ୍ରାମବାସୀ ଉନ୍ମତ ଯୁବକକୁ କାବୁ କରିପାରିଲେନି ବରଂ ପୋଲିସ ପହଁଚି ଯୁବକକୁ ଗିରଫ କରିଲା । ଏହି ଭଳି ବିଭତ୍ସ ଘୋଟଣା ଘଟିଛି ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଉଁଶକଣ୍ଟିଆ ଗାଁରେ । ଆଜି ଦିନ ଦ୍ୱିପହର ସମୟରେ ଜଣେ ଯୁବକ ପାରିବାରିକ ତିକ୍ତତା ନେଇ ଘରେ ପରିବାର ସହ ବିବାଦ କରିଥିଲା ଏବଂ ପରେ ଏହିଭଳି ବିଭତ୍ସ କାଣ୍ଡ ଭିଆଇଥିଲା। ଯୁବକର ଉନ୍ମତ କାଣ୍ଡ ଦେଖି ଭୟଭିତ ଲୋକ ଗାଁ ରେ ତାଟି କବାଟ ପକେଇ ଦେଇଥିଲେ ,ପୋଲିସ ପହଞ୍ଚି ଯୁବକଙ୍କୁ ଗିରିଫ କରିଛି । ଗିରଫ ଯୁବକ ହେଲେ ଲକ୍ଷ୍ମଣ ଟୁଡୁ । ପୋଲିସ ତା ଠାରୁ ଏକ ଧାରୁଆ ଅସ୍ତ୍ରୋ ଜବତ କରି ତା ନାଁରେ ନରହତ୍ୟା ମାମଲା ରୁଜୁ କରିଛି। ପୋଲିସ ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

19 Nov 2021 By The Sakala

ନୃଶଂସ ନାତି; ଗୋଡ଼ାଇ ଗୋଡ଼ାଇ ନିଜ ଆଈକୁ ଟାଙ୍ଗିଆରେ ହାଣି ଦେଲା ନାତି

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା କୂଳିଅଣା ଥାନା ଅଞ୍ଚଳରେ ନାତିର ଟାଙ୍ଗିଆ ଚୋଟରେ ଆଇର ମୃତ୍ୟୁ । ମାନସିକ ଭାରସାମ୍ୟ ହରାଇ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ନିଜ ଆଇକୁ ହାଣି ହତ୍ୟା କରିଛି ନାତି, ଖାଲି ଆଇକୁ ହାଣିଲାନି ବରଂ ଆଖି ସାମ୍ନାରେ ଯିଏ ଆସିଲା ତାହାକୁ ଟାଙ୍ଗିଆ ଧରି ଗୋଡ଼ାଇଲା । ପ୍ରାୟ ଏକ ଘଣ୍ଟା ଧରି ଆତଙ୍କ ଜୋମଇଲା ଜଣେ ଯୁବକ ଆଉ ଟାଙ୍ଗିଆ ଚୋଟରେ ନିଜ ଆଇ ସହ ଗୋଟିଏ ଛେଳିକୁ ମଧ୍ୟ ହାଣି ହତ୍ୟା କଲା। ଭୟଭୀତ ଗ୍ରାମବାସୀ ଉନ୍ମତ ଯୁବକକୁ କାବୁ କରିପାରିଲେନି ବରଂ ପୋଲିସ ପହଁଚି ଯୁବକକୁ ଗିରଫ କରିଲା । ଏହି ଭଳି ବିଭତ୍ସ ଘୋଟଣା ଘଟିଛି ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଉଁଶକଣ୍ଟିଆ ଗାଁରେ । ଆଜି ଦିନ ଦ୍ୱିପହର ସମୟରେ ଜଣେ ଯୁବକ ପାରିବାରିକ ତିକ୍ତତା ନେଇ ଘରେ ପରିବାର ସହ ବିବାଦ କରିଥିଲା ଏବଂ ପରେ ଏହିଭଳି ବିଭତ୍ସ କାଣ୍ଡ ଭିଆଇଥିଲା। ଯୁବକର ଉନ୍ମତ କାଣ୍ଡ ଦେଖି ଭୟଭିତ ଲୋକ ଗାଁ ରେ ତାଟି କବାଟ ପକେଇ ଦେଇଥିଲେ ,ପୋଲିସ ପହଞ୍ଚି ଯୁବକଙ୍କୁ ଗିରିଫ କରିଛି । ଗିରଫ ଯୁବକ ହେଲେ ଲକ୍ଷ୍ମଣ ଟୁଡୁ । ପୋଲିସ ତା ଠାରୁ ଏକ ଧାରୁଆ ଅସ୍ତ୍ରୋ ଜବତ କରି ତା ନାଁରେ ନରହତ୍ୟା ମାମଲା ରୁଜୁ କରିଛି। ପୋଲିସ ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଛି ।

https://www.thesakala.in/latest-odisha-news/mayurbhanj/grandson-killed-his-grand-mother-in-mayurbhanj/article-6985
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର