ନିଆଁ ଲିଭାଇବା ବେଳେ ଅଘଟଣ, ଜଳିଗଲେ ବନକର୍ମଚାରୀ

The Sakala Picture
Published On

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଜଡିବିଲ ଜଙ୍ଗଲରେ ରବିବାର ଏକ ଅଘଟଣ ଘଟିଛି । ନିଆଁ ଲିଭାଉଥିବା ଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ପୋଡି ହୋଇଯାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ଠାକୁରମୁଣ୍ଡା ଥାନା ଜଡିବିଲ ଗାଁର ଯଦୁମଣି ମହାନ୍ତ । ସୂଚନା ଅନୁଯାୟୀ, ଜଡିବିଲ ଜଙ୍ଗଲ ନିକଟରେ ନୂତନ ଚାରା ଗଛ ଲଗାଯାଇଥିଲା। ଚାରାଗୁଡିକର ସୁରକ୍ଷା ଦାୟିତ୍ବରେ ଥିଲେ ସେହି ଗାଁର ଯଦୁମଣି ମହାନ୍ତ । ତେବେ ରବିବାର […]

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଜଡିବିଲ ଜଙ୍ଗଲରେ ରବିବାର ଏକ ଅଘଟଣ ଘଟିଛି । ନିଆଁ ଲିଭାଉଥିବା ଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ପୋଡି ହୋଇଯାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ଠାକୁରମୁଣ୍ଡା ଥାନା ଜଡିବିଲ ଗାଁର ଯଦୁମଣି ମହାନ୍ତ ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ସୂଚନା ଅନୁଯାୟୀ, ଜଡିବିଲ ଜଙ୍ଗଲ ନିକଟରେ ନୂତନ ଚାରା ଗଛ ଲଗାଯାଇଥିଲା। ଚାରାଗୁଡିକର ସୁରକ୍ଷା ଦାୟିତ୍ବରେ ଥିଲେ ସେହି ଗାଁର ଯଦୁମଣି ମହାନ୍ତ । ତେବେ ରବିବାର ଦିନ ୧ ଟା ବେଳେ ହଠାତ ସେହି ଜଙ୍ଗଲରେ ନିଆଁ ଲାଗି ଯାଇଥିଲା।  ସେ  ନିଆଁକୁ ଆୟତ୍ତ କରିବା ପାଇଁ ଯାଇ ନିଜେ ନିଆଁରେ ପୋଡି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

21 Mar 2021 By The Sakala

ନିଆଁ ଲିଭାଇବା ବେଳେ ଅଘଟଣ, ଜଳିଗଲେ ବନକର୍ମଚାରୀ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଜଡିବିଲ ଜଙ୍ଗଲରେ ରବିବାର ଏକ ଅଘଟଣ ଘଟିଛି । ନିଆଁ ଲିଭାଉଥିବା ଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ପୋଡି ହୋଇଯାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ଠାକୁରମୁଣ୍ଡା ଥାନା ଜଡିବିଲ ଗାଁର ଯଦୁମଣି ମହାନ୍ତ ।

ସୂଚନା ଅନୁଯାୟୀ, ଜଡିବିଲ ଜଙ୍ଗଲ ନିକଟରେ ନୂତନ ଚାରା ଗଛ ଲଗାଯାଇଥିଲା। ଚାରାଗୁଡିକର ସୁରକ୍ଷା ଦାୟିତ୍ବରେ ଥିଲେ ସେହି ଗାଁର ଯଦୁମଣି ମହାନ୍ତ । ତେବେ ରବିବାର ଦିନ ୧ ଟା ବେଳେ ହଠାତ ସେହି ଜଙ୍ଗଲରେ ନିଆଁ ଲାଗି ଯାଇଥିଲା।  ସେ  ନିଆଁକୁ ଆୟତ୍ତ କରିବା ପାଇଁ ଯାଇ ନିଜେ ନିଆଁରେ ପୋଡି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର