ସାପ କାମୁଡ଼ାରେ ବାପାପୁଅଙ୍କ ମୃତ୍ୟୁ

The Sakala Picture
Published On

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶୁଲିଆପଦା ବ୍ଲକ ଅନ୍ତର୍ଗତ ବାଘଡାରେ ଅଭାବନୀୟ ଘଟଣା। ସାପ କାମୁଡାରେ ବାପାପୁଅଙ୍କ ମୃତ୍ୟୁ ଘଟିଛି। ରାତିରେ ଶୋଇଥିବା ସମମୟରେ ଉଭୟଙ୍କୁ ସାପ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ପିଆରଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଉଭୟ ବାପାପୁଅଙ୍କ ମୃତ୍ୟୁ ଘଟିଛି। ବାପାଙ୍କ ନାଁ ହରେକୃଷ୍ଣ ମୁଖି ହୋଇଥିବା ବେଳେ ମୃତ୍ୟୁ ଘଟିଥିବା ପୁଅର ନାଁ କିଶନ ମୁଖୀ, ବୟସ ୫ବର୍ଷ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର