ବାଇକ ଦୁର୍ଘଟଣାରେ କକା-ପୁତୁରା ମୃତ

The Sakala Picture
Published On

କୁଆମରା/ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା ଉଦଳା – ବୈଶିଂଗା ରାସ୍ତାର ଲେଙ୍କାସାହି ଠାରେ ଶନିବାର ଘଟିଥିବା ସଡକ ଦୁର୍ଘଟଣାରେ ଦୁଇ ଜଣ କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଉଛନ୍ତି ବଡସାହି ଥାନା ଅନ୍ତର୍ଗତ ଯମୁନାଦେଇପୁର ଗ୍ରାମର ବିକର୍ତ୍ତନ ସିଂ (୩୫) ଓ ତପନ ସିଂ (୨୭)। ସୂଚନା ମୁତାବକ ଓଡି ୧୧ – ୩୪୩୦ ନମ୍ବର ବିଶିଷ୍ଟ ପଲସର ବାଇକ ଯୋଗେ ଦୁଇ ଜଣ କୌଣସି କାମରେ ଘରୁ ଆସି ମୁଖ୍ୟ ରାସ୍ତା ପାରି ହେଉଥିବା ବେଳେ […]

କୁଆମରା/ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା ଉଦଳା – ବୈଶିଂଗା ରାସ୍ତାର ଲେଙ୍କାସାହି ଠାରେ ଶନିବାର ଘଟିଥିବା ସଡକ ଦୁର୍ଘଟଣାରେ ଦୁଇ ଜଣ କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଉଛନ୍ତି ବଡସାହି ଥାନା ଅନ୍ତର୍ଗତ ଯମୁନାଦେଇପୁର ଗ୍ରାମର ବିକର୍ତ୍ତନ ସିଂ (୩୫) ଓ ତପନ ସିଂ (୨୭)। ସୂଚନା ମୁତାବକ ଓଡି ୧୧ – ୩୪୩୦ ନମ୍ବର ବିଶିଷ୍ଟ ପଲସର ବାଇକ ଯୋଗେ ଦୁଇ ଜଣ କୌଣସି କାମରେ ଘରୁ ଆସି ମୁଖ୍ୟ ରାସ୍ତା ପାରି ହେଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ନିମ୍ବ ଗଛରେ ପିଟି ହୋଇଥିଲେ। ଫଳରେ ଉଭୟଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦଳା ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ବିକର୍ତ୍ତନ ଙ୍କର ସେଠାରେ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି: ଝାରସୁଗୁଡ଼ାରେ ପାରଦ ଟପିଲା ୪୦ ଡିଗ୍ରୀ

ତପନଙ୍କୁ ସଙ୍କଟାପନ୍ନ ଅବସ୍ଥା ରେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଭିମଦା ଫାଣ୍ଡି ଏସ୍ ଆଇ ଖବର ପାଇ ଦୁର୍ଘଟଣା ଗ୍ରସ୍ତ ବାଇକ ଟିକୁ ଜବତ କରିବା ସହ ଏ ନେଇ ବଡସାହି ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରିଛନ୍ତି। ରବିବାର ଜଣକଂର ଉଦଳା ଏବଂ ଅନ୍ୟ ଜଣଙ୍କର ବାରିପଦା ଡାକ୍ତରଖାନା ରେ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ଅପରାହ୍ନରେ ଉଭୟଙ୍କ ମର ଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତେବେ ଉଭୟ ସଂପର୍କରେ କକା ଓ ପୁତୁରା ବୋଲି ଜଣା ପଡିଛି।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

24 Sep 2023 By The Sakala

ବାଇକ ଦୁର୍ଘଟଣାରେ କକା-ପୁତୁରା ମୃତ

କୁଆମରା/ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା ଉଦଳା – ବୈଶିଂଗା ରାସ୍ତାର ଲେଙ୍କାସାହି ଠାରେ ଶନିବାର ଘଟିଥିବା ସଡକ ଦୁର୍ଘଟଣାରେ ଦୁଇ ଜଣ କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଉଛନ୍ତି ବଡସାହି ଥାନା ଅନ୍ତର୍ଗତ ଯମୁନାଦେଇପୁର ଗ୍ରାମର ବିକର୍ତ୍ତନ ସିଂ (୩୫) ଓ ତପନ ସିଂ (୨୭)। ସୂଚନା ମୁତାବକ ଓଡି ୧୧ – ୩୪୩୦ ନମ୍ବର ବିଶିଷ୍ଟ ପଲସର ବାଇକ ଯୋଗେ ଦୁଇ ଜଣ କୌଣସି କାମରେ ଘରୁ ଆସି ମୁଖ୍ୟ ରାସ୍ତା ପାରି ହେଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ନିମ୍ବ ଗଛରେ ପିଟି ହୋଇଥିଲେ। ଫଳରେ ଉଭୟଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦଳା ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ବିକର୍ତ୍ତନ ଙ୍କର ସେଠାରେ ମୃତ୍ୟୁ ଘଟିଥିଲା।

ତପନଙ୍କୁ ସଙ୍କଟାପନ୍ନ ଅବସ୍ଥା ରେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଭିମଦା ଫାଣ୍ଡି ଏସ୍ ଆଇ ଖବର ପାଇ ଦୁର୍ଘଟଣା ଗ୍ରସ୍ତ ବାଇକ ଟିକୁ ଜବତ କରିବା ସହ ଏ ନେଇ ବଡସାହି ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରିଛନ୍ତି। ରବିବାର ଜଣକଂର ଉଦଳା ଏବଂ ଅନ୍ୟ ଜଣଙ୍କର ବାରିପଦା ଡାକ୍ତରଖାନା ରେ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ଅପରାହ୍ନରେ ଉଭୟଙ୍କ ମର ଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତେବେ ଉଭୟ ସଂପର୍କରେ କକା ଓ ପୁତୁରା ବୋଲି ଜଣା ପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର