ବାପା ଓ ସାବତ ମା’ ମିଶି ପୁଅକୁ ଫାର୍ସାରେ ହାଣିଦେଲେ

The Sakala Picture
Published On

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନରଣଖୁଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ତିକ୍ତତାକୁ କେନ୍ଦ୍ର କରି ଜଣେ ବାପା ତୃତୀୟ ପତ୍ନୀ ବା ସାବତ ମା’ ସହିତ ମିଶି ପୁଅକୁ ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ପ୍ରମୋଦ କୁମାର ସିଂ(୨୮) । ସେ ବାରିପଦାରେ ମାର୍ବଲ ମିସ୍ତ୍ରୀଙ୍କ ପାଖରେ ରହି କାର୍ଯ୍ଯ କରୁଥିଲେ । ରବିବାର ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି […]

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନରଣଖୁଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ତିକ୍ତତାକୁ କେନ୍ଦ୍ର କରି ଜଣେ ବାପା ତୃତୀୟ ପତ୍ନୀ ବା ସାବତ ମା’ ସହିତ ମିଶି ପୁଅକୁ ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ପ୍ରମୋଦ କୁମାର ସିଂ(୨୮) । ସେ ବାରିପଦାରେ ମାର୍ବଲ ମିସ୍ତ୍ରୀଙ୍କ ପାଖରେ ରହି କାର୍ଯ୍ଯ କରୁଥିଲେ । ରବିବାର ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ବଡସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ରକ୍ତ ଲଗା ଫାର୍ସା ଜବତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

18 Jul 2021 By The Sakala

ବାପା ଓ ସାବତ ମା’ ମିଶି ପୁଅକୁ ଫାର୍ସାରେ ହାଣିଦେଲେ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନରଣଖୁଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ତିକ୍ତତାକୁ କେନ୍ଦ୍ର କରି ଜଣେ ବାପା ତୃତୀୟ ପତ୍ନୀ ବା ସାବତ ମା’ ସହିତ ମିଶି ପୁଅକୁ ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ପ୍ରମୋଦ କୁମାର ସିଂ(୨୮) । ସେ ବାରିପଦାରେ ମାର୍ବଲ ମିସ୍ତ୍ରୀଙ୍କ ପାଖରେ ରହି କାର୍ଯ୍ଯ କରୁଥିଲେ । ରବିବାର ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ବଡସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ରକ୍ତ ଲଗା ଫାର୍ସା ଜବତ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର