ଭାଲୁ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

The Sakala Picture
Published On

ବାରିପଦା: ଡ୍ୟୁଟି ସମୟରେ ଭାଲୁ ଆକ୍ରମଣରେ ଦୁଇ ବନ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ଶିମିଳିପାଳର ପିଠାବଟା ପ୍ରବେଶ ଫାଟକ ଗେଟ୍ ଲୁଲୁଙ୍ଗ ନିକଟସ୍ଥ ଆମ୍ବଖାଦ ନିକଟରେ। ଶନିବାର ଅପରାହ୍ନରେ ୩ଟି ଭାଲୁ ଆକ୍ରମଣ କରିଥିଲେ ଦୁଇ ବନ କର୍ମଚାରୀଙ୍କୁ। ସେମାନେ ହେଲେ ବେହାଲ ମହାନ୍ତ ଏବଂ ବୁଧୁରାୟ ହେମ୍ବ୍ରମ। ତେବେ ବେହାଲ ମହାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ […]

ବାରିପଦା: ଡ୍ୟୁଟି ସମୟରେ ଭାଲୁ ଆକ୍ରମଣରେ ଦୁଇ ବନ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ଶିମିଳିପାଳର ପିଠାବଟା ପ୍ରବେଶ ଫାଟକ ଗେଟ୍ ଲୁଲୁଙ୍ଗ ନିକଟସ୍ଥ ଆମ୍ବଖାଦ ନିକଟରେ। ଶନିବାର ଅପରାହ୍ନରେ ୩ଟି ଭାଲୁ ଆକ୍ରମଣ କରିଥିଲେ ଦୁଇ ବନ କର୍ମଚାରୀଙ୍କୁ। ସେମାନେ ହେଲେ ବେହାଲ ମହାନ୍ତ ଏବଂ ବୁଧୁରାୟ ହେମ୍ବ୍ରମ। ତେବେ ବେହାଲ ମହାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୁଧୁରାୟ । ତାଙ୍କ ଘର ବାରିପଦା ସଦର ଥାନା ଗୋଡ଼ିପୋଖରି ଗାଁର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର