ନଭେମ୍ବର ୨୩ରୁ ମାଟ୍ରିକ ସମେଟିଭ୍- ୧ ପରୀକ୍ଷା

The Sakala Picture
Published On

ଭୁବନେଶ୍ବର: ନଭେମ୍ବର ୨୩ ରୁ ନଭେମ୍ବର ୩୦ ଯାଏଁ ମାଟ୍ରିକ ସମେଟିଭ୍ ୧ ପରୀକ୍ଷା ଅନୁଷ୍ଠିତ ହେବ ।  ଦିନ ୧୦ ଟା ରୁ ଦିନ ୧୨ ଟା ଯାଏଁ ପରୀକ୍ଷା ହେବ। କେବଳ ଗଣିତ ବିଷୟ ଦିନ ଛାତ୍ରଛାତ୍ରୀଙ୍କୁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ।  ୨୩ରେ ଇଂରାଜୀ, ୨୫ରେ ଗଣିତ, ୨୬ରେ ମାତୃଭାଷା, ୨୭ରେ ପ୍ରାକ୍ଟୀକାଲ୍, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ, ୩୦ରେ ତୃତୀୟ ଭାଷା ପରୀକ୍ଷୀ ଅନୁଷ୍ଠିତ ହେବ । ମାଟ୍ରିକ […]

ଭୁବନେଶ୍ବର: ନଭେମ୍ବର ୨୩ ରୁ ନଭେମ୍ବର ୩୦ ଯାଏଁ ମାଟ୍ରିକ ସମେଟିଭ୍ ୧ ପରୀକ୍ଷା ଅନୁଷ୍ଠିତ ହେବ ।  ଦିନ ୧୦ ଟା ରୁ ଦିନ ୧୨ ଟା ଯାଏଁ ପରୀକ୍ଷା ହେବ। କେବଳ ଗଣିତ ବିଷୟ ଦିନ ଛାତ୍ରଛାତ୍ରୀଙ୍କୁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ।  ୨୩ରେ ଇଂରାଜୀ, ୨୫ରେ ଗଣିତ, ୨୬ରେ ମାତୃଭାଷା, ୨୭ରେ ପ୍ରାକ୍ଟୀକାଲ୍, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ, ୩୦ରେ ତୃତୀୟ ଭାଷା ପରୀକ୍ଷୀ ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ଓଡ଼ିଆ ଅସ୍ମିତାକୁ ଧକ୍କା: ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଷଡ଼ଯନ୍ତ୍ର ଆରମ୍ଭ

ମାଟ୍ରିକ ସମେଟିଭ୍ ୧ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୧୨ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କରିଛନ୍ତି । ୩୦୨୯ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା । ୩୧୬ ନୋଡାଲ ସେଣ୍ଟର ଏଠି ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ।  ଆଜିଠୁଁ ବୋର୍ଡ ୱେବସାଇଟ୍ ରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ । ନୋଡ଼ାଲ ସେଣ୍ଟର୍ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ କେହି ବି ନେଇପାରିବେ ନାହିଁ।  ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

04 Nov 2022 By The Sakala

ନଭେମ୍ବର ୨୩ରୁ ମାଟ୍ରିକ ସମେଟିଭ୍- ୧ ପରୀକ୍ଷା

ଭୁବନେଶ୍ବର: ନଭେମ୍ବର ୨୩ ରୁ ନଭେମ୍ବର ୩୦ ଯାଏଁ ମାଟ୍ରିକ ସମେଟିଭ୍ ୧ ପରୀକ୍ଷା ଅନୁଷ୍ଠିତ ହେବ ।  ଦିନ ୧୦ ଟା ରୁ ଦିନ ୧୨ ଟା ଯାଏଁ ପରୀକ୍ଷା ହେବ। କେବଳ ଗଣିତ ବିଷୟ ଦିନ ଛାତ୍ରଛାତ୍ରୀଙ୍କୁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ।  ୨୩ରେ ଇଂରାଜୀ, ୨୫ରେ ଗଣିତ, ୨୬ରେ ମାତୃଭାଷା, ୨୭ରେ ପ୍ରାକ୍ଟୀକାଲ୍, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ, ୩୦ରେ ତୃତୀୟ ଭାଷା ପରୀକ୍ଷୀ ଅନୁଷ୍ଠିତ ହେବ ।

ମାଟ୍ରିକ ସମେଟିଭ୍ ୧ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୧୨ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କରିଛନ୍ତି । ୩୦୨୯ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା । ୩୧୬ ନୋଡାଲ ସେଣ୍ଟର ଏଠି ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ।  ଆଜିଠୁଁ ବୋର୍ଡ ୱେବସାଇଟ୍ ରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ । ନୋଡ଼ାଲ ସେଣ୍ଟର୍ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ କେହି ବି ନେଇପାରିବେ ନାହିଁ।  ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର