ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା, ଅଭିଯୁକ୍ତ ଗିରଫ
କେନ୍ଦୁଝର: ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା । କେନ୍ଦୁଝର ସଦର ଥାନା ଟୁଙ୍ଗୁରୁଡ଼ିହି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଠେଙ୍ଗାରେ ପିଟି ହତ୍ୟା । କୌଣସି କାରଣରୁ ବ୍ରାହ୍ମଣ ଠାକୁର ନାମକ ବ୍ୟକ୍ତି ଉତ୍ୟକ୍ତ ବାଦୁ ନାଏକ ନାମକ ବ୍ୟକ୍ତିକୁ ଏକ ଶକ୍ତ ଠେଙ୍ଗାରେ ମୁଣ୍ଡକୁ ପାହାର ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଅଭିଯୁକ୍ତ ବ୍ରାହ୍ମଣ ଠାକୁର […]
କେନ୍ଦୁଝର: ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା । କେନ୍ଦୁଝର ସଦର ଥାନା ଟୁଙ୍ଗୁରୁଡ଼ିହି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଠେଙ୍ଗାରେ ପିଟି ହତ୍ୟା । କୌଣସି କାରଣରୁ ବ୍ରାହ୍ମଣ ଠାକୁର ନାମକ ବ୍ୟକ୍ତି ଉତ୍ୟକ୍ତ ବାଦୁ ନାଏକ ନାମକ ବ୍ୟକ୍ତିକୁ ଏକ ଶକ୍ତ ଠେଙ୍ଗାରେ ମୁଣ୍ଡକୁ ପାହାର ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଅଭିଯୁକ୍ତ ବ୍ରାହ୍ମଣ ଠାକୁର ଗିରଫ କରି କୋର୍ଟ ଚାଲାଣ କରିଛି ।