ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ବର୍ତ୍ତିଲେ ୧୦୦ ଛାତ୍ର
ବାଲିମେଳା: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାଦ୍ରିନଗର ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସନ୍ଧ୍ୟା ସମୟରେ ଛାତ୍ର ମାନଙ୍କ ରାତ୍ରି ଭୋଜନ ନିମନ୍ତେ ରୋଷେଇ ବେଳେ ଗ୍ୟାସ ଟାଙ୍କିର ପାଇପ ଫାଟି ଭୟଙ୍କର ନିଆଁ ବ୍ୟାପିଥିଲା । ରୋଷେଇରେ ନିୟୋଜିତ କର୍ମଚାରୀ ଭୟଭୀତ ହୋଇ ସଙ୍ଗେସଙ୍ଗେ ସେଠାରୁ ବାହାରି ଆସିଥିଲେ । ବିଦ୍ୟାଳୟ କର୍ମଚାରୀ କୋରୁକୋଣ୍ଡା ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ। ସୂଚନାପାଇ କୋରୁକୋଣ୍ଡା ଅଗ୍ନିଶମ ଅଧିକାରୀ ବାସୁଦେବ ବିଶ୍ଵାଳ ଓ ତାଙ୍କ ସହଯୋଗୀ […]
ବାଲିମେଳା: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାଦ୍ରିନଗର ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସନ୍ଧ୍ୟା ସମୟରେ ଛାତ୍ର ମାନଙ୍କ ରାତ୍ରି ଭୋଜନ ନିମନ୍ତେ ରୋଷେଇ ବେଳେ ଗ୍ୟାସ ଟାଙ୍କିର ପାଇପ ଫାଟି ଭୟଙ୍କର ନିଆଁ ବ୍ୟାପିଥିଲା । ରୋଷେଇରେ ନିୟୋଜିତ କର୍ମଚାରୀ ଭୟଭୀତ ହୋଇ ସଙ୍ଗେସଙ୍ଗେ ସେଠାରୁ ବାହାରି ଆସିଥିଲେ । ବିଦ୍ୟାଳୟ କର୍ମଚାରୀ କୋରୁକୋଣ୍ଡା ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ। ସୂଚନାପାଇ କୋରୁକୋଣ୍ଡା ଅଗ୍ନିଶମ ଅଧିକାରୀ ବାସୁଦେବ ବିଶ୍ଵାଳ ଓ ତାଙ୍କ ସହଯୋଗୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ସୂଚନା ଥାଉ କି, ବିଦ୍ୟାଳୟ ହଷ୍ଟେଲ ରେ ପ୍ରାୟ ୧୦୦ ଜଣ ଛାତ୍ର ରହୁଥିବା ବେଳେ ସେମାନଙ୍କ ପାଇଁ ରୋଷେଇ କରିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ରେ କୌଣସି କ୍ଷୟ କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି ।