ମନୋରଞ୍ଜନ
ଓଡ଼ିଶା
ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ କୁଖ୍ୟାତ ମାଓବାଦୀ
ମାଲକାନଗିରି: ଆଜି ମାଲକାନଗିରି ପୁଲିସ ନିକଟରେ ଦୁଇଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ନାମ କଡ଼ତି ହୁରା ଏବଂ ଗଙ୍ଗା କାର୍ଯ୍ୟାମୀ ବୋଲି ଜଣାପଡିଛି। ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମା ଅଞ୍ଚଳ ଡ଼ିଆଇଜି ଚରଣ ସିଂ ମିନା ସୂଚନା ଦେଇଛନ୍ତି। ଏହି ଦୁଇ ମାଓବାଦୀ ଅନେକ ବଡ଼ବଡ଼ ହିଂସାକାଣ୍ଡରେ ଜଡିତ ଥିବାବେଳେ ଏମାନଙ୍କ ନାମରେ ୬ଲକ୍ଷ ଲେଖାଁଏ ପ୍ରତି ମାଓବାଦୀଙ୍କ ନାମରେ ପୁରସ୍କାର ରାଶି […]
ମାଲକାନଗିରି: ଆଜି ମାଲକାନଗିରି ପୁଲିସ ନିକଟରେ ଦୁଇଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ନାମ କଡ଼ତି ହୁରା ଏବଂ ଗଙ୍ଗା କାର୍ଯ୍ୟାମୀ ବୋଲି ଜଣାପଡିଛି। ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମା ଅଞ୍ଚଳ ଡ଼ିଆଇଜି ଚରଣ ସିଂ ମିନା ସୂଚନା ଦେଇଛନ୍ତି।
ଏହି ଦୁଇ ମାଓବାଦୀ ଅନେକ ବଡ଼ବଡ଼ ହିଂସାକାଣ୍ଡରେ ଜଡିତ ଥିବାବେଳେ ଏମାନଙ୍କ ନାମରେ ୬ଲକ୍ଷ ଲେଖାଁଏ ପ୍ରତି ମାଓବାଦୀଙ୍କ ନାମରେ ପୁରସ୍କାର ରାଶି ରହିଛି। ତେବେ ଏମାନେ ମାଓ ସଙ୍ଗଠନରେ ବଡ଼ ଓ କ୍ୟାଡ଼ର ମାଓବାଦୀଙ୍କ ଅତ୍ୟାଚାର ସହ ସଙ୍ଗଠନ ନିଜର ନୀତି ଆଦର୍ଶରୁ ଓହରି ଯାଇଥିବାରୁ ଏମାନେ ସାଧାରଣ ଜୀବନ ଯାପନ କରିବା ନିମନ୍ତେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଆଜିର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ନିତେସ ୱାଧୱାନି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।