ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ: ୨୨ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ, ୩ ଗିରଫ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି-୭ ଗାଁରେ ଜୁଆ ଖେଳ ଜାରି ରହିଥିବା ବେଳେ ଖବର ପାଇ ଉକ୍ତ ଜୁଆ ଆଡ୍ଡାରେ ପୁଲିସ ଚଢଉ କରି ୩ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ମାଲକାନଗିରି ଆଦର୍ଶ ଥାନା ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଜାରି ରହିଥିବା ବେଳେ ଏମଭି-୭ ଗ୍ରାମର ନିକଟରେ ଜୁଆଆଡ୍ଡା ଚାଲିଥିବା ଜାଣିବାକୁ ପାଇଥିଲେ। ଟୁର୍ନାଟ ପୁଲିସ ସେଠାକୁ ଯାଇ ଜୁଆ ଆଡ୍ଡାରେ ଚଢଉ କରିଥିଲେ । ପୁଲିସକୁ ଦେଖି ଅନେକ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି-୭ ଗାଁରେ ଜୁଆ ଖେଳ ଜାରି ରହିଥିବା ବେଳେ ଖବର ପାଇ ଉକ୍ତ ଜୁଆ ଆଡ୍ଡାରେ ପୁଲିସ ଚଢଉ କରି ୩ଜଣଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ସୂଚନା ଅନୁଯାୟୀ, ମାଲକାନଗିରି ଆଦର୍ଶ ଥାନା ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଜାରି ରହିଥିବା ବେଳେ ଏମଭି-୭ ଗ୍ରାମର ନିକଟରେ ଜୁଆଆଡ୍ଡା ଚାଲିଥିବା ଜାଣିବାକୁ ପାଇଥିଲେ। ଟୁର୍ନାଟ ପୁଲିସ ସେଠାକୁ ଯାଇ ଜୁଆ ଆଡ୍ଡାରେ ଚଢଉ କରିଥିଲେ । ପୁଲିସକୁ ଦେଖି ଅନେକ ଜୁଆଡି ସେଠାରୁ ଦୌଡି ପଳାଇବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ୩ଜଣଙ୍କୁ କାବୁକରି ଗିରଫ କରିଥିଲେ । ଅନେକ ଜୁଆଡି ନିଜ ଟଙ୍କା ନେଇ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଉକ୍ତ ଜୁଆ ଆଡ୍ଡାରୁ ମୋଟ ୨୨ହଜାର ୨୩୦ଟଙ୍କା ଓ ଅନେକ ତାସ୍ ମୁଠା ଜବତ କରିଥିଲେ ।

16 May 2022 By The Sakala

ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ: ୨୨ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି-୭ ଗାଁରେ ଜୁଆ ଖେଳ ଜାରି ରହିଥିବା ବେଳେ ଖବର ପାଇ ଉକ୍ତ ଜୁଆ ଆଡ୍ଡାରେ ପୁଲିସ ଚଢଉ କରି ୩ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ମାଲକାନଗିରି ଆଦର୍ଶ ଥାନା ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଜାରି ରହିଥିବା ବେଳେ ଏମଭି-୭ ଗ୍ରାମର ନିକଟରେ ଜୁଆଆଡ୍ଡା ଚାଲିଥିବା ଜାଣିବାକୁ ପାଇଥିଲେ। ଟୁର୍ନାଟ ପୁଲିସ ସେଠାକୁ ଯାଇ ଜୁଆ ଆଡ୍ଡାରେ ଚଢଉ କରିଥିଲେ । ପୁଲିସକୁ ଦେଖି ଅନେକ ଜୁଆଡି ସେଠାରୁ ଦୌଡି ପଳାଇବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ୩ଜଣଙ୍କୁ କାବୁକରି ଗିରଫ କରିଥିଲେ । ଅନେକ ଜୁଆଡି ନିଜ ଟଙ୍କା ନେଇ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଉକ୍ତ ଜୁଆ ଆଡ୍ଡାରୁ ମୋଟ ୨୨ହଜାର ୨୩୦ଟଙ୍କା ଓ ଅନେକ ତାସ୍ ମୁଠା ଜବତ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର