ମନୋରଞ୍ଜନ
ଓଡ଼ିଶା
୬ ମାଓବାଦୀ ଗିରଫ; ବିସ୍ଫୋରକ ଜବତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ସୁକମା ଜିଲ୍ଲାରୁ ପୁଲିସ୍ ଏବଂ ସିଆରପିଏଫ୍ କୋବ୍ରା ବାହିନୀର ମିଳିତ ଟିମ୍ ୬ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ବହୁ ହିଂସାକାଣ୍ଡରେ ଜଡିତ ଥିବା ଏବଂ ସେମାନଙ୍କ ନାଁରେ ଅନେକ ମାମଲା ଥିବା ଜଣାପଡିଛି। ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ୧୯ଟି ବିଜିଏମ ବୋମା ସହ ଜିଲୋଟିନ୍ ଜବତ ହୋଇଥିବା ସୁକମା ଏସପି ସୂଚନା ଦେଇଛନ୍ତି।