ନନ୍ଦନକାନନରେ ନୂଆ ଅତିଥି, ସିଂହୀ ରେୱା ଜନ୍ମକଲା ୩ ଛୁଆ

The Sakala Picture
Published On

ନନ୍ଦନକାନନ: ହୋଲି ପୂର୍ବରୁ ନନ୍ଦନକାନନରେ ଖେଳିଯାଇଛି ଖୁସି ର ଲହରୀ। ନନ୍ଦନକାନନରେ ରବିବାର ୩ଟି ଅଣ୍ଡିରା ସିଂହ ଛୁଆ ଜନ୍ମ ହୋଇଛନ୍ତି। ସିଂହୀ ରେୱା ଠାରୁ ସକାଳ ୮ଟା ସୁଦ୍ଧା ୨ଟି ଓ ଅପରାହ୍ଣ ୩ଟାରେ ଗୋଟିଏ ଛୁଆ ଜନ୍ମ ହୋଇଛନ୍ତି। ଏଥି ସହିତ ନନ୍ଦନକାନନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧିପାଇଛି। ତେବେ ମାଆ ରୱା ଛୁଆଙ୍କୁ ନ ଆଦରିବାରୁ ତାଙ୍କୁ ବେବି ରିଅରିଙ୍ଗ ସେଣ୍ଟର୍‌ରେ ରଖାଯାଇଛି। ସୂଚନା ଥାଉକି ରେୱା ଓ ଜିତ୍‌ର ମିଳନ ହୋଇଥିଲା। ଫଳରେ […]

ନନ୍ଦନକାନନ: ହୋଲି ପୂର୍ବରୁ ନନ୍ଦନକାନନରେ ଖେଳିଯାଇଛି ଖୁସି ର ଲହରୀ। ନନ୍ଦନକାନନରେ ରବିବାର ୩ଟି ଅଣ୍ଡିରା ସିଂହ ଛୁଆ ଜନ୍ମ ହୋଇଛନ୍ତି। ସିଂହୀ ରେୱା ଠାରୁ ସକାଳ ୮ଟା ସୁଦ୍ଧା ୨ଟି ଓ ଅପରାହ୍ଣ ୩ଟାରେ ଗୋଟିଏ ଛୁଆ ଜନ୍ମ ହୋଇଛନ୍ତି। ଏଥି ସହିତ ନନ୍ଦନକାନନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧିପାଇଛି। ତେବେ ମାଆ ରୱା ଛୁଆଙ୍କୁ ନ ଆଦରିବାରୁ ତାଙ୍କୁ ବେବି ରିଅରିଙ୍ଗ ସେଣ୍ଟର୍‌ରେ ରଖାଯାଇଛି। ସୂଚନା ଥାଉକି ରେୱା ଓ ଜିତ୍‌ର ମିଳନ ହୋଇଥିଲା। ଫଳରେ ରେୱା ଗର୍ଭ ଧାରଣ କରିଥିଲା। ତେବେ ଆହୁରି ଛୁଆ ଜନ୍ମ କରିବାର ସମ୍ଭାବନା ଥିବା ନେଇ ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

25 Mar 2024 By The Sakala

ନନ୍ଦନକାନନରେ ନୂଆ ଅତିଥି, ସିଂହୀ ରେୱା ଜନ୍ମକଲା ୩ ଛୁଆ

ନନ୍ଦନକାନନ: ହୋଲି ପୂର୍ବରୁ ନନ୍ଦନକାନନରେ ଖେଳିଯାଇଛି ଖୁସି ର ଲହରୀ। ନନ୍ଦନକାନନରେ ରବିବାର ୩ଟି ଅଣ୍ଡିରା ସିଂହ ଛୁଆ ଜନ୍ମ ହୋଇଛନ୍ତି। ସିଂହୀ ରେୱା ଠାରୁ ସକାଳ ୮ଟା ସୁଦ୍ଧା ୨ଟି ଓ ଅପରାହ୍ଣ ୩ଟାରେ ଗୋଟିଏ ଛୁଆ ଜନ୍ମ ହୋଇଛନ୍ତି। ଏଥି ସହିତ ନନ୍ଦନକାନନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧିପାଇଛି। ତେବେ ମାଆ ରୱା ଛୁଆଙ୍କୁ ନ ଆଦରିବାରୁ ତାଙ୍କୁ ବେବି ରିଅରିଙ୍ଗ ସେଣ୍ଟର୍‌ରେ ରଖାଯାଇଛି। ସୂଚନା ଥାଉକି ରେୱା ଓ ଜିତ୍‌ର ମିଳନ ହୋଇଥିଲା। ଫଳରେ ରେୱା ଗର୍ଭ ଧାରଣ କରିଥିଲା। ତେବେ ଆହୁରି ଛୁଆ ଜନ୍ମ କରିବାର ସମ୍ଭାବନା ଥିବା ନେଇ ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/lioness-rewa-gives-birth-to-3-cub-in-nandankanan-zoological-park/article-30929
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର